ବାଲେଶ୍ବର--- ବାଲେଶ୍ଵର ଜିଲ୍ଲାର ଅବକାରୀ ବିଭାଗ ପକ୍ଷରୁ କାଳୀଗଳି ଉପରେ ଚଢ଼ାଉ କରି ୨୦୧୯ ଲିଟର ଦେଶି ମଦ ଜବତ କରିବାରେ ସଫଳ ହୋଇଛନ୍ତି । ଏହା ସହିତ ୪ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଧୀରେନ୍ଦ୍ର ସେନାପତି