ଦେଶି ମଦ ଜବତ; ୧ ଗିରଫ
ଚନ୍ଦନପୁର--- ପୁରୀ ଜିଲ୍ଲାର ଚନ୍ଦନପୁର ଥାନା ଅନ୍ତର୍ଗତ ଦାମଦରପୁର ବଜାରରେ ଦେଶି ମଦ ବିକ୍ରୟ କରିବା ଅଭିଯୋଗରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗିରଫ ହୋଇଛନ୍ତି । ଚନ୍ଦନପୁର ପୋଲିସ ରାତ୍ର କାଳୀନ ପ୍ରେଟୋଲିଂ କରିବା ସମୟରେ ଏକ ଗଛ ମୂଳରେ ପୂର୍ଣ୍ଣ ମଦ ବିକ୍ରୟ କରୁଥିଲେ । ତାଙ୍କ ପାଖରୁ ୧୬ଟି ଦେଶିମଦ ପୋଲିସ ଜବତ କରିଛନ୍ତି । ଅବକାରୀ ଆଇନ ଅନୁଯାୟୀ ଏକ କେସରୁଜ କରାଯାଇ କୋର୍ଟକୁ ପଠାଯାଇଥିବା ଥାନା ଆଇଆଇସି ବାମଦେବ ନନ୍ଦଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି