Breaking News

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗସ୍ତ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର


ଓଡଗାଁ ----- କନ୍ଧମାଳ ଜିଲ୍ଲା ଫୁଲବାଣୀ ବାଲିଗୁଡା ରାସ୍ତାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡ଼ିରେ କୌଣସି ରୋଗୀ ନଥିବାର ଏକା ଡ୍ରାଇଭର ବାଲିଗୁଡ଼ାରୁ ଫେରୁଥିଲା ।  ଗାଡିଟି ଭାରସାମ୍ୟ ହରାଇଥିବାରୁ ଏହି ଦୁର୍ଘଟଣା ହୋଇଛି ବୋଲି ଅନୁମାନ କରାଯାଉଛି। ଗାଡ଼ିଟିର ଆଗ ଚକ ଏକ ଗଛରେ ଲାଗିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ିର ଡ଼୍ରାଇଭର  ।
ଲାକନ୍ଧମାଳରୁ  ମନୋଜ କୁମାର ପଣ୍ଡା

Blog Archive

Popular Posts