Breaking News

୨୦ଦିନ ହେବ କାର୍ତ୍ତିକ ସେଠୀ ଘରକୁ ଫେରି ନାହାଁନ୍ତି


ପିପିଲି-ପିପିଲି ଥାନା ଅଧିନସ୍ଥ ନିର୍ମଳା ଗ୍ରାମର କାର୍ତ୍ତିକ ସେଠୀ ବୟସ(୭୮) ୨୦ ଦିନ ହେବ ବଜାରକୁ ଆସି ନିଖୋଜ ଅଛନ୍ତି ।  ତାଙ୍କ ବୋହୁ ସୈାଦାମିନି ସେଠୀ ନିକଟସ୍ଥ ସାତଶଂଖ ଫାଣ୍ଡିରେ ଅଭିଯୋଗ କରିଛନ୍ତି ।  ସେ ଜଣେ ମାନସିକ ବିକୃତ ବ୍ୟକ୍ତି ।   ଆଗରୁ ୨/୩ ଥର ଘର ଛାଡି ଯାଇ ଥିଲେ ବି ସପ୍ତାହ ମଧ୍ୟରେ ଘରକୁ ଫେରିଆସନ୍ତି  । ବର୍ତ୍ତମାନ ତାଙ୍କର କୈାଣସି ଖୋଜ ଖବର ନମଳିବା ରୁ ପରିବାର ପକ୍ଷରୁ ସାତଶଂଖ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି  । ଯଦି କୌଣସି ବ୍ୟକ୍ତି କାତ୍ତିକ ସେଠୀଙ୍କର ସନ୍ଦାନ ପାଅନ୍ତି ତା ହେଲେ ପାଖ ଥାନାକୁ ଜଣାଇବା ପାଇଁ ପରିବାର ପକ୍ଷରୁ ନିବଦେନ କରାଯାଇଛି  ।
ପିପିଲିରୁ ବିଜୟ ମହାପାତ୍ର

Blog Archive

Popular Posts