Breaking News

ଭାରସାମ୍ୟ ହରାଇ ପୋଲତଳକୁ ଖସିଲା ଟ୍ରାକଟର ; ଡ଼୍ରାଇଭର ମୃତ


  କେନ୍ଦୁଝର ---- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଣ୍ତରାପୋଶି ଅରଡ଼େଇପୋଲ ଠାରେ ଟ୍ରାକଟର ଭାରସାମ୍ୟ ହରାଇ ପୋଲତଳକୁ ଖସି ପଡିଛି । ଯାହା ଫଳରେ ଟ୍ରାକଟର ଡ଼୍ରାଇଭର ଙ୍କ ଘଟଣା ସ୍ଥଳରେ ମୃତ୍ୟୁଘଟିଛି ।  ସୁଚ଼ନାଅନୁଯାୟୀ ଝଡ଼ାପୋଶି ଗ୍ରାମର କଳାକର ମହାନ୍ତି(୫୧) ପଳାଶପଙ୍ଗା ସ୍ପଞ୍ଜ ପାଖ ଗ୍ରାମରେ ବିଲରେ ହଳକରି  ଅପରାହ୍ନ ୬.୧୫ ରେ ଘରକୁ ଫେରୁଥିବାବେଳେ ଏହି  ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।  ଖବର ପାଇ ପଳାଶପଙ୍ଗା ପାଣ୍ତି ପୋଲିସ ଅଧିକାରୀ ଶ୍ରୀକାନ୍ତପରିଡ଼ା ଶବ ଜବତକରି ବ୍ୟବଛେଦପାଇଁ କେନ୍ଦୁଝର ମୁଖ୍ୟଚ଼ିକିତ୍ସାଳୟକୁ ପଠାଇଛନ୍ତି । 

ଧୀରେନ୍ଦ୍ର ସେନାପତି

Blog Archive

Popular Posts