>>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • ଜବର ଦଖଲରୁ ମୁକ୍ତ ହେବ ସାକ୍ଷୀଗୋପିନାଥଙ୍କ ମୂଲ୍ୟବାନ ଜମି

    ସାକ୍ଷୀଗୋପାଳ --  ସତ୍ୟବାଦୀ ଗୋପିନାଥଙ୍କ ମୂଲ୍ୟବାନ ଜମି  ଜବର ଦଖଲ କରାଯାଇଥବା ନେଇ  ନ୍ୟାୟଳୟ ଉଚ୍ଛେଦ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ରହିଛି   । ମାତ୍ର କେତକ କାରଣ ଓ ଫାନି ବାତ୍ୟା ଯୋଗୁ ପୁରୀ ଜିଲ୍ଲାପାଳ ସମୟ ନେଇ ଚାଲିଥିଲେ  । ଶେଷରେ ଅଗଷ୍ଟ ୨ ତାରିଖ ଦିନ ସତ୍ୟବାଦୀ ଗୋପିନାଥଙ୍କ ଭୁସମ୍ପତି ଜବର ଦଖଲ ଉଚ୍ଛେଦ କରାଯିବା ପାଇଁ ସତ୍ୟବାଦୀ ତହସିଲଦାର ଡାକବାଜି ଦ୍ୱାରା ସର୍ବସାଧାରଣ ଓ ଉକ୍ତ ଜମିରୁ ଦଖଳ କାରୀଙ୍କୁ ହଟି ଯିବା ପାଇଁ ଜଣାଇ ଦେଇଛନ୍ତି । ଦେବତ୍ତର କମିସନର ଓଡିଶା କେସନଂ- ୪/୨୦୦୬ ଓ ଓଡିଶା ହାଇକୋର୍ଟଙ୍କଡ୍ୟୁ.ପି.ସି ନଂ- ୪୭୯୭/୨୦୧୯ର ଆଦେଶ ଅନୁଯାୟୀ ମୌଜା ସତ୍ୟବାଦୀ ସଲଗ୍ନ ପେଣ୍ଠପଡା ଓ ଗୋପାଳପୁରପାଟଣାର ପ୍ଳଟନଂ- ୭୪୦, ୭୩୬, ୭୯୬, ୭୩୩, ୭୩୨, ୭୩୧/୮୧୫, ୪୦୩/୭୯୫ ଓ ୪୯୭ ଉପରେ ଥିବା ଜବର ଦଖଲ ହଟେଇ ନେବା ପାଇଁ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଜି ଡାକବାଜି ଦ୍ୱାରା ଜଣାଇ ଦିଆଯାଇଛି । ଆସନ୍ତା ଅଗଷ୍ଟ ୨ ତାରିଖ ଦିନ ୯ ଘଟିକା ସମୟରେ ତହସିଲ ପକ୍ଷରୁ ଉଚ୍ଛେଦ ପ୍ରକିୟା ଆରମ୍ଭ ହେବ ବୋଲି ଜଣାପଡିଛି । 
    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts