Breaking News

କେନ୍ଦୁଝର ରେ ଗଜରାଜଙ୍କର ଆତଙ୍କରାଜ


କେନ୍ଦୁଝର----- କେନ୍ଦୁଝର ଜିଲ୍ଲାରେ ଏକ ସାତ ଜଣିଆ ଜଙ୍ଗଲି ହାତୀ ପଲ ଆତଙ୍କ ସୃଷ୍ଟି କରିଥିବା ଜଣାପଡିଛି ।ବୀରବରପୁର, ନୂଆଗାଁ ଓଝାଟିକିପଶି ଗ୍ରାମ ରେ ଏହି ହାତୀ ପଲ ଧାନ, ଚାଉଳ ଖାଇବା ପରେ ଆତଙ୍କ ସୃଷ୍ଟି କରିଥିଲେ । ଅଳ୍ପକେ ବଞ୍ଚି ଯାଇଛନ୍ତି ଗ୍ରାମ ବାସିମାନେ । ଧୀରେନ୍ଦ୍ର ସେନାପତି

Blog Archive

Popular Posts