ବ୍ୟାଙ୍କ ବଜାରରୁ ଉଠି ଜାତୀୟ ରାଜପଥ କରରେ ହେବା ପାଇଁ ମସୁଧା ;ପେନସନ ହୋଲଡର ଓ ବ୍ୟବସାୟୀ , ମହିଳା ସଂଘ , ବରିଷ୍ଠ ନାଗରିକ ସଂଘ ଏହାକୁ ବିରୋଧ କରିଛି ଟଙ୍କାଲୁଟ, ଦୁର୍ଘଟଣା ସହିତ ଖଚାନ୍ତ ହେବେ ଉପଭୋକ୍ତା
ସାକ୍ଷୀଗୋପାଳ,----ସାକ୍ଷୀଗୋପାଳ ମେଡିକାଲ ଛକ ବା ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ରହିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସାକ୍ଷୀଗୋପାଳ ଶାଖା । ଲୋକମାନେ ବା ବ୍ୟବସାୟୀ ଓବରିଷ୍ଠ ନାଗରିକ, କୃଷକ, ମହିଳା ଏପରିକି ପେନସନଧାରି ମାନେ ଏହି ବ୍ୟାଙ୍କ ଉପରେ ନିର୍ଭର ଶୀଳ । ବ୍ୟାଙ୍କରେ ଅନେକ ଦିନ ହେବ ସେମାନଙ୍କର ଆକାଉଣ୍ଟ ରହିଛି । ଲୋକମାନେ ବ୍ୟାଙ୍କରେ ଟଙ୍କା ନେଣ ଦେଣ କରିଥାନ୍ତି । ଏପରିକି ଟଙ୍କା ଉଠାଇ ସେମାନେ ବଜାର କରିବା ସହ ଘରର ସଉଦାପତ୍ର କରି ଘରକୁ ଫେରି ଥାନ୍ତି । କାରଣ ବ୍ୟାଙ୍କ ଟି ବଜାର ରାସ୍ତା ବା ମେଡିକାଲ ଓବସଷ୍ଟାଣ୍ଡ ନିକଟରେ ରହିଛି । ଏବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ ଉକ୍ତ ବ୍ୟାଙ୍କ ଟି ୩୧୬ନଂ ଜାତୀୟ ରାଜପଥ ଉପରକୁ ଉଠିଯାଉଛି । ଯାହାକି ଜଣେ ବ୍ୟକ୍ତିଙ୍କୁ ସେଠାକୁ ଯିବାକୁ ହେଲେ ପ୍ରାୟ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ଏକ କିଲୋମିଟର ଦୂର ହେବ । ବ୍ୟାଙ୍କକୁ ଯିବାକୁ ହେଲେ ଅଟୋରେ ଯିବାକୁ ହେବ । ଯାହାକି ୫୦ ରୁ ୧୦୦ଟଙ୍କା ଦେବାକୁ ପଡିବ । ଅନ୍ୟ ପକ୍ଷେ ଜାତୀୟ ରାଜପଥ କରରେ ହୋଇଥିବାରୁ ଟଙ୍କା ଉଠାଇ ରାସ୍ତା ଉପରକୁ ଆସିବା ପରେ କ’ଣ ଘଟିବ ତାହା କହିବା କଷ୍ଟକର ହୋଇପଡିବ । ସେହିପରି ବ୍ୟାଙ୍କ ଯେଉଁ ସ୍ଥାନରେ ହେଉଛି ସେଠାରେ କୌଣସି ଜନଗହଳି ପୂର୍ଣ୍ଣ ବା କୌଣସି ଦେକାନ ବଜାର ନାହିଁ । ବିଶେଷ କରି ରାସ୍ତାରେ ୟୁଟର୍ଣ୍ଣ ନାହିଁ ଯାହା ଫଳରେକି ଲୋକମାନେ ରାସ୍ତା ପାର ହେବା ସମୟରେ ନିଶ୍ଚିତ ଦୁର୍ଘଟଣା ମାନ ଘଟିବ ଏଥିରେ କୌଣସି ସନ୍ଦେହ ନାହିଁ । ଶୁଣିବାକୁ ମିଳେ ଯେ ବ୍ୟାଙ୍କର ଅଧିକାରୀ ମାନେ ହାତଗୁଞ୍ଜା ନେଇ ସେଠାରେ ବ୍ୟାଙ୍କ କରିବା ପାଇଁ ନିସ୍ପତି ନେଇଛନ୍ତି । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଚଉଡା ସହିତ ରେଳ ଓଭରବ୍ରିଜ ନିର୍ମାଣ ହେବାକୁ ଥିବାରୁ ଉକ୍ତ ବ୍ୟାଙ୍କ ଟି ସେଠାରୁ ଉଠିଯାଉଛି । ଯଦି ଏହାକୁ ନର୍ଜର କରି ବ୍ୟାଙ୍କର ଅଧିକାରୀ ମାନେ କରିଥାନ୍ତି ତା ହେଲେ ଜାତୀୟ ରାଜପଥ ମଧ୍ୟ ବହୁ ଶିଘ୍ର ୬ଲାଇନି ବିଶିଷ୍ଟ ହେବ ବୋଲି ସରକାର ନିସ୍ପତି ନେଇସାରିଛନ୍ତି । ଏବଂ ବହୁ ଶିଘ୍ର ୩୧୬ନଂ ଜାତୀୟ ରାଜପଥ ସଂଘ୍ରସାରଣ ହେବ । ବ୍ୟାଙ୍କ ଯେଉଁଠାରେ ହେବ ବୋଲି ଜଣାପଡିଛି ବହୁ ଶିଘ୍ର ତାହା ଭଙ୍ଗାଯିବ । ଏଣୁ ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ସବୁ ଦିଗକୁ ନର୍ଜର କରି ଏପରି ଏକ ଯାଗାରେ ବ୍ୟାଙ୍କ କରନ୍ତୁ ଯାହାକି ବ୍ୟାଙ୍କର ହିତାଧିକାରୀ ମାନେ ଅସୁବିଧାରେ ପଡିବେ ନାହିଁ । ଜାତୀୟ ରାଜପଥ କରକୁ ନଯାଇ ସାକ୍ଷୀଗୋପାଳ ବଜାର ମଧ୍ୟରେ ବ୍ୟାଙ୍କ କରିବାକୁ ସତ୍ୟବାଦୀ ବିଧାୟକ, ପୁରୀ ଜିଲ୍ଲାପାଳ ଓ ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ପୁନଃ ବିଚାର କରିବାକୁ ନିବେଦନ କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୨ା୬ା୨୦୨୫---୭,୧୦ଦାପତ୍ର କରି ଘରକୁ ଫେରି ଥାନ୍ତି । କାରଣ ବ୍ୟାଙ୍କ ଟି ବଜାର ରାସ୍ତା ବା ମେଡିକାଲ ଓବସଷ୍ଟାଣ୍ଡ ନିକଟରେ ରହିଛି । ଏବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ ଉକ୍ତ ବ୍ୟାଙ୍କ ଟି ୩୧୬ନଂ ଜାତୀୟ ରାଜପଥ ଉପରକୁ ଉଠିଯାଉଛି । ଯାହାକି ଜଣେ ବ୍ୟକ୍ତିଙ୍କୁ ସେଠାକୁ ଯିବାକୁ ହେଲେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ଅଟୋରେ ଯିବାକୁ ହେବ । ଯାହାକି ୫୦ ରୁ ୧୦୦ଟଙ୍କା ଦେବାକୁ ପଡିବ । ଅନ୍ୟ ପକ୍ଷେ ଜାତୀୟ ରାଜପଥ କରରେ ହୋଇଥିବାରୁ ଟଙ୍କା ଉଠାଇ ରାସ୍ତା ଉପରକୁ ଆସିବା ପରେ କ’ଣ ଘଟିବ ତାହା କହିବା କଷ୍ଟକର ହୋଇପଡିବ । ସେହିପରି ବ୍ୟାଙ୍କ ଯେଉଁ ସ୍ଥାନରେ ହେଉଛି ସେଠାରେ କୌଣସି ଜନଗହଳି ପୂର୍ଣ୍ଣ ବା କୌଣସି ଦେକାନ ବଜାର ନାହିଁ । ବିଶେଷ କରି ରାସ୍ତାରେ ୟୁଟର୍ଣ୍ଣ ନାହିଁ ଯାହା ଫଳରେକି ଲୋକମାନେ ରାସ୍ତା ପାର ହେବା ସମୟରେ ନିଶ୍ଚିତ ଦୁର୍ଘଟଣା ମାନ ଘଟିବ ଏଥିରେ କୌଣସି ସନ୍ଦେହ ନାହିଁ । ଶୁଣିବାକୁ ମିଳେ ଯେ ବ୍ୟାଙ୍କର ଅଧିକାରୀ ମାନେ ହାତଗୁଞ୍ଜା ନେଇ ସେଠାରେ ବ୍ୟାଙ୍କ କରିବା ପାଇଁ ନିସ୍ପତି ନେଇଛନ୍ତି । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଚଉଡା ସହିତ ରେଳ ଓଭରବ୍ରିଜ ନିର୍ମାଣ ହେବାକୁ ଥିବାରୁ ଉକ୍ତ ବ୍ୟାଙ୍କ ଟି ସେଠାରୁ ଉଠିଯାଉଛି । ଯଦି ଏହାକୁ ନର୍ଜର କରି ବ୍ୟାଙ୍କର ଅଧିକାରୀ ମାନେ କରିଥାନ୍ତି ତା ହେଲେ ଜାତୀୟ ରାଜପଥ ମଧ୍ୟ ବହୁ ଶିଘ୍ର ୬ଲାଇନି ବିଶିଷ୍ଟ ହେବ ବୋଲି ସରକାର ନିସ୍ପତି ନେଇସାରିଛନ୍ତି । ଏବଂ ବହୁ ଶିଘ୍ର ୩୧୬ନଂ ଜାତୀୟ ରାଜପଥ ସଂଘ୍ରସାରଣ ହେବ । ବ୍ୟାଙ୍କ ଯେଉଁଠାରେ ହେବ ବୋଲି ଜଣାପଡିଛି ବହୁ ଶିଘ୍ର ତାହା ଭଙ୍ଗାଯିବ । ଏଣୁ ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ସବୁ ଦିଗକୁ ନର୍ଜର କରି ଏପରି ଏକ ଯାଗାରେ ବ୍ୟାଙ୍କ କରନ୍ତୁ ଯାହାକି ବ୍ୟାଙ୍କର ହିତାଧିକାରୀ ମାନେ ଅସୁବିଧାରେ ପଡିବେ ନାହିଁ । ଜାତୀୟ ରାଜପଥ କରକୁ ନଯାଇ ସାକ୍ଷୀଗୋପାଳ ବଜାର ମଧ୍ୟରେ ବ୍ୟାଙ୍କ କରିବାକୁ ସତ୍ୟବାଦୀ ବିଧାୟକ, ପୁରୀ ଜିଲ୍ଲାପାଳ ଓ ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ପୁନଃ ବିଚାର କରିବାକୁ ନିବେଦନ କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୨ା୬ା୨୦୨୫---୭,୧୦ Sakhigopal News,12/6/2025