Breaking News

ମିଥ୍ୟା ପ୍ରମାଣିତ ହେଲା ମହିଳାଙ୍କ ଅଭିଯୋଗ

କେନ୍ଦ୍ରପଡା--- କଟକ ପୋଲିସ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ ନମାରେ ଜଣେ ମହିଳା ଆଣିଥିଲେ ଅଭିଯୋଗ  । ପୋଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଜାରି ରଖିଥଲା  । ଶେଷରେ ମହିଳାଙ୍କ ଅଭିଯୋଗ ମିଥ୍ୟା ବୋଲି ପୋଲିସ ଜାଣିବା ପରେ ଉକ୍ତ କେସ ଫାଇଲି ବନ୍ଦ କରି ଦେଇଥିବା ଜଣାପଡିଛି ।
ଧୀରେନ୍ଦ୍ର ସେନାପତି

Blog Archive

Popular Posts