ନାବାଳିକା ଙ୍କୁ ଦୁଷ୍କର୍ମ କରିବା ଅବିଯୋଗରେ ୭ ଜଣ ଗିରଫ
ସୁନ୍ଦରଗଡ଼----- ୮ ତାରିଖ ଦିନ ସୁନ୍ଦରଗଡ ବୀରମିତ୍ରପୁର ଥାନା କୁଆଁରମୁଣ୍ଡାରେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ ୧୦ ଯୁବକ । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣ ଗିରଫ ହୋଇଥିବା ବେଳେ ଏବେ ବି ଆଉ ୩ ଜଣ ଫେରାର ଅଛନ୍ତି । ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଥିବା ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରା ସୂଚନା ଦେଇଛନ୍ତି । ବହୁ ଶିଘ୍ର ଅନ୍ୟ ତିନି ଜଣଙ୍କୁ ଗିରଫ କରାଯିବ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା