Breaking News

>>
  • ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଯୈ।ନ ଉତ୍ପୀଡନ ନିବାରଣ ଉପରେ କର୍ମଶାଳ
  • >>
  • ପାଲା ଗାୟକ ସ୍ଵର୍ଗତ ଗୁରୁ କେଳୁଚରଣ ପ୍ରଧାନଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
  • >>
  • ରେମଣ୍ଡା ର ସମାଜସେବୀ ଜପେଶ୍ୱର ସାହୁ ଦେହାନ୍ତ
  • >>
  • ଅପହରଣ କରିବା ପରେ , ମାଲିକ ଗିରଫ
  • >>
  • ଅଶାନ୍ତ ହୋଇଉଠିଛି ଜଟଣୀ ସହର , ପୋଲିସର ନିଷ୍କ୍ରିୟତା ପାଇଁ ସକ୍ରିୟ ହୋଇ ଉଠିଲେଣି ଅସାମାଜିକ ଯୁବକ
  • >>
  • ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ; ବିଶେଷ ଆକର୍ଷଣ ସାଜିବ ୩୫ ଫୁଟର ମୁର୍ଣ୍ଣୟ ଗଣେଶ ମୂର୍ତ୍ତି
  • >>
  • ପୂର୍ବତଟ ରେଲୱେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ପ୍ରବନ୍ଧକ ଭାବରେ ଆଲୋକ ତ୍ରିପାଠୀଙ୍କ ଯୋଗଦାନ
  • >>
  • ନିଷ୍ଠା ପରିବାର ତରଫ ରୁ ମାନସିକ ରୋଗଗ୍ରସ୍ତ ମହିଳା ଉଦ୍ଧାର , ଥଇଥାନ ପାଇଁ ଅଂଚଳବାସୀ ଙ୍କ ପ୍ରଶଂସା
  • >>
  • ଗଛ ଲଗାଅ ପ୍ରକୃତି ବଞ୍ଚାଅ: ଲରମ୍ଭା କଲେଜରେ ବନମହୋତ୍ସବ ପାଳିତ
  • >>
  • ଟ୍ରେନ୍ ଧକ୍କାରେ ଟ୍ରାକ୍ଟର ଦୁଇଫାଳ , ଅଳ୍ପକେ ରକ୍ଷା ପାଇଲେ ଟ୍ରେନ ଯାତ୍ରୀ
  • >>
  • ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ଆନୁକୁଲ୍ୟରେ ବାଲ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ
  • ବୈଷୟିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

    ଓଡଗାଁ--- ନୟାଗଡ ଜିଲ୍ଲାର ଇଟାମାଟି ଉଚ୍ଚ ମାଧ୍ୟମିକ ବୈଷୟିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  । ଯୂକ୍ତ ଦୁଇ ର ସମସ୍ତ ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ  । ବୈଷୟିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାୟକ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ସବୁଜ କୋଠରୀର ପ୍ରଭାବ  ଓ ବିଶ୍ୱ ତାପନ ଉପରେ ଆରଲୋକପାତ କରିଥିଲେ  । ବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗାମ ଅଫିସର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । ବିଶେଷ କରି ଚଳିତ ଫାନି ବାତ୍ୟାରେ ପୁରୀ ଜିଲ୍ଲାରେ ଯେଉଁପରି ଭାବରେ କାହିଁ କେଉଁ କାଳର ବୃକ୍ଷରାଜ ଶୋଇ ଯାଇଛନ୍ତି । ସେପରି ବୃକ୍ଷରାଜ ତିଆରି କରିବା ପାଇଁ ବହୁ ବର୍ଷ ଲାଗିଯିବ ବୋଲି ଯୋଗଦେଇଥିବା ଅତିଥି ମାନେ  କହିଥିଲେ  । 
    ଓଡଗାଁରୁ ସୁଦୀପ୍ତ କୁମାର ନାୟକ

    Blog Archive

    Popular Posts