Breaking News

ଖାମଙ୍ଗ ବି ଏମସି ପକ୍ଷରୁ ଏକ ସମନ୍ଵ ୟ ବୈଠକ



  ବାଲିଅନ୍ତା ------   ବାଲିଅନ୍ତା ବ୍ଲକ ଜଗନ୍ନାଥପୁର ସ୍ଥିତ ସାଇ ମନ୍ଦିର ସଭା କକ୍ଷ ରେ  ଖାମଙ୍ଗ ବି ଏମସି ପକ୍ଷରୁ ଏକ ସମନ୍ଵ ୟ ବୈଠକ ଅନୁଷ୍ଠିତ ହୋଇଯାଇଛି  ।  ବିଶେଷ କରି ଗୋପାଳକ ମାନଙ୍କ ଠାରୁ ସଂଗୃହିତ
କ୍ଷୀରର ମାନବୃଦ୍ଧି , ଚାଷୀଙ୍କୁ କ୍ଷୀର ର  ଉଚିତ ମୂଲ୍ୟ ପ୍ରଦାନ ସହିତ  ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।  ସର୍ବପରି କର୍ମଚାରୀ ଙ୍କର ଅବହେଲା ସମ୍ପର୍କ ରେ ବୈଠକରେ  ଆଲୋଚନା  କରାଯାଇଥିଲା  । ବିଏମସିର  ସୁପର ଭାଇଜର ଅନିତା ସ୍ୱାଇଁ, ଇନଚାର୍ଜ ଭରତ ପ୍ରଧାନ,  ବିଏମସିର ପରିଚାଳନା କମିଟିର ସଭାପତି  ପ୍ରଶାନ୍ତ ତ୍ରିପାଠୀ ଙ୍କ ସହିତ, ରଣପୁର ସମିତି ସମ୍ପାଦିକା କଳ୍ପନା ପରିଡା, ବାଛେଲିପାଟନା , ଜିପୁର ସମିତି ସମ୍ପାଦକ ଓ ବାଲିପାଟଣା ର ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ ।
ବାଲିଅନ୍ତା ଓ ବାଲିପାଟଣା ରୁ ନିରଞ୍ଜନ ସେନାପତିଙ୍କ ରିପୋର୍ଟ

Blog Archive

Popular Posts