Breaking News

ଅଚିହ୍ନା ଯୁବକର ମୃତ୍ୟୁ ଦେହ ଉଦ୍ଧାର


ବାଲିଅନ୍ତା --ଭୁବନେଶ୍ବର ଖଣ୍ଡଗିରି ହନୁମାନ ମନ୍ଦିର ନିକଟରୁ ଅଚିହ୍ନା ଯୁବକଙ୍କ ମୃତଦେହ ଖଣ୍ଡଗିରି ପୋଲିସ  ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି । ଯୁବକଙ୍କ ପରିଚୟ ମିଳିନାହିଁ ।  କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି ।  ପୋଲିସର ତଦନ୍ତ ଆରମ୍ଭ ହୋଇଛି ।  
ବାଲିଅନ୍ତାରୁ ଗୋବର୍ଦ୍ଧନ ଦାସ

Blog Archive

Popular Posts