Breaking News

ରାଜଧାନୀ ରେ ପୁଣି କଳା ପଲସର ଆତଙ୍କ


ଭୁବନେଶ୍ୱର---- ରାଜଧାନୀରେ କିଛି ଦିନ ପରେ ପୁଣି ଆତଙ୍କ ସୃଷ୍ଟି କରିଛି କଳା ରଙ୍ଗର ପଲସର । ରଙ୍ଗମାଟିଆରୁ ଷ୍ଟେସନ ଯିବା ରାସ୍ତାରେ ଏକ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ସୁନା ଗହଣା ଲୁଟି ନେଇଥିବା ଜଣାପଡିଛି । ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ଆରମ୍ଭ କରିଦେଇଛନ୍ତି । 
ଧୀରେନ୍ଦ୍ର ସେନାପତି

Blog Archive

Popular Posts