>>
  • ମୁଖ୍ୟ ରାସ୍ତାର ମଝିରେ ପୂର୍ତ୍ତ ବିଭାଗର "କଲଭର୍ଟ' ନିର୍ମାଣ, ବିପଦକୁ ନିମନ୍ତ୍ରଣ; ଜନ ଅସନ୍ତୋଷ
  • >>
  • ମା ଦକ୍ଷିଣକାଳୀ ଙ୍କୁ ଦର୍ଶନ କଲେ ପିସିସି ସଭାପତି
  • >>
  • ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ରହିଛି ବଳିଷ୍ଠ ଭୂମିକା - ମୁଖ୍ୟମନ୍ତ୍ରୀ
  • >>
  • ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚକୁ ନେଇ ଅସାଧୁ ବ୍ୟବସାୟୀ ମହଲରେ ଛନକା
  • >>
  • ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ
  • >>
  • ଜନ୍ମ ଦିନ ପାଳନ କଲେ ଜରା ନିବାସରେ; କେକ କାଟି ଅନ୍ତେବାସୀଙ୍କ ସହ ସମୟ କାଟିଲେ
  • >>
  • ଘୁମୁସର ବିକାଶ ପରିଷଦ ର ସମୀକ୍ଷା ବୈଠକ ଅନୁଷ୍ଠିତ
  • >>
  • ଭଞ୍ଜନଗରରେ ରଜ କୁଇନ୍-୨୦୨୫ ଅଡିସନ୍ ଆରମ୍ଭ
  • >>
  • ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି ଅନୁଷ୍ଠିତ
  • >>
  • ନୂତନ ଡ୍ରେନନିର୍ମାଣରେ ଅନିୟମିତତା ଅଭିଯୋଗ; ବେନିୟମ ଦୋକାନ ଉଚ୍ଛେଦ ନ କରି ଦୋକାନ ଭିତରେ ଡ୍ରେନ ନିର୍ମାଣ
  • >>
  • ଡେଲାଙ୍ଗ ସରକାରୀ ବାଳିକା ବିଦ୍ୟାଳୟ ପାଇଲା "ପ୍ରକୃତି ମିତ୍ର" ପୁରସ୍କାର
  • >>
  • ଶିକ୍ଷକଙ୍କ ଅକାଳ ବିୟୋଗରେ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଶିକ୍ଷକ ବୃନ୍ଦ
  • >>
  • ନିମାପଡା ଥାନା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ; ଦାବିପତ୍ର ଦେବା ପରେ ଧାରଣା ପ୍ରତ୍ୟାହୃତ
  • >>
  • ବହୁ ଆଡମ୍ବର, ଲଘୁ କ୍ରିୟା" - ନିଃଶ୍ବାସକୁ ବି ପ୍ରତାରଣା.ଅଚଳ ହୋଇପଡିଛି, ଭଂଜନଗର ମେଡିକାଲର ଅକ୍ସିଜେନ୍ ପ୍ଲାଣ୍ଟ ; ଇଏ ହେଉଛି ଡବଲ ଇଞ୍ଜିନି ସରକାର
  • ବିଜେପି କୃଷକ ମୋର୍ଚ୍ଚ କ୍ଷୟକ୍ଷତି ଆକଳନ କରିବା ସହ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି

    The BJP's farmers' front has assessed the damage and demanded immediate compensation.


    ସାକ୍ଷୀଗୋପାଳ ----  ଭାରତୀୟ  ଜନତା ପାର୍ଟିର କୃଷକ ମୋର୍ଚ୍ଚା ତରଫରୁ  ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତ ଜୱାଦ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଗହିର ଓ ଚାଷୀ ମାନଙ୍କ ସହିତ ଆଲେଚନା କରିଛନ୍ତି । ବିଶେଷ କରି ପାଚିଲା ଧାନ ଗଛ କଟା ହେବା ଅଗାରୁ ପାଣିରେ ପଡି ସବୁ ଗଜା ହୋଇଥିବା ନେଇ ଚାଷୀ ମାନେ ବିଜେପି ନେତା ମାନଙ୍କୁ ଦେଖାଇଥିଲେ । ତୁରନ୍ତ ଚାଷୀ ମାନଙ୍କୁ କ୍ଷତି ପୁରଣ ଦେବାକୁ ସତ୍ୟବାଦୀ ତହସିଲଦାର ଓ ଜିଲ୍ଲା କୃଷି ଅଧିକାରୀଙ୍କୁ ଫୋନ ଯୋଗେ ଶ୍ରୀ ପ୍ରଧାନ କଥା ହୋଇଥିବା ଜଣାପଡିଛି । ଉକ୍ତ ପ୍ରତିନିଧି ଦଳରେ କୃଷକ ମୋର୍ଚ୍ଚାର ନାବାଡାର ରାଜ୍ୟ ସଂଯୋଜକ ପ୍ରାଚୁର୍ଯ୍ୟ ହୋତା, ଶ୍ରୀନିବାସ ପାତ୍ର, ପୁରୀ ଜିଲ୍ଲା ସମ୍ପାଦକ ଭାସ୍କର ମିଶ୍ର, ଅଭିଷେକ ମହାନ୍ତି, ଚ୍ରିତସେନ ବରାଳ, ବିଭୁତି ବରାଳଙ୍କ ସହିତ ଅନେକ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ । 

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୨/୨୦୨୧----୭,୧୫ 

      Sakhigopal News , 8/12/2021

    Blog Archive

    Popular Posts