Breaking News

ସତ୍ୟବାଦୀରେ ତେଇସିପୁର ହାଇସ୍କୁଲ୧୯୯୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

Satyavadi Meets Teisipur High School 16 Matric Batch Friends


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ସିଦ୍ଧବକୁଳ ନିକଟ ବକୁଳବାଟିକା ପରିସରରେ ପିପିଲି ବ୍ଲକ ଅର୍ନ୍ତଗତ ତେଇସିପୁର ହାଇସ୍କୁଲର ୧୯୯୪ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ତେଇସିପୁର ହାଇସ୍କୁଲ ୫ଟି ବିଦ୍ୟାଳୟରେ ରୁପାନ୍ତରିକରଣ ସ୍ଥାନ ପାଇଥିବାରୁ ବିଦ୍ୟାଳୟ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଠିଆ ହୋଇଛି  ଯାହାକି ୧୯୯୪ ବ୍ୟାଚର ସାଥିମାନେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ ।୭୦ଜଣ ରୁ ଅଧିକ ସାଙ୍ଗସାଥି ବିଦ୍ୟାଳୟ ପାଠପଢାର ପୁରୁଣା ସ୍ମୁତିକୁ ମନେ ପକାଇ ଭାବର ଆଦାନ ପ୍ରଦାନ ହୋଇଥିଲା । ଦିବଙ୍ଗତ ସାଥିଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।  ବିଦ୍ୟାଳୟର ଉନ୍ନତି କରଣେ  ନିମନ୍ତେ ମୋ  ସ୍କୁଲ ରେ ସାମିଲ ହେବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିଲା । ଏହି ବନ୍ଧୁ ମିଳନରେ କାହ୍ନୁ ଚରଣ ସେନାପତି,ପ୍ରଶାନ୍ତ ପରିଡା,କୈାଳାଶ ପାତ୍ର,ଜିତେନ୍ଦ୍ର ରଥ,ପ୍ରଶାନ୍ତ ଦାଶ,ନିହାର ରଞ୍ଜନ ରାୟ,ସୁର୍ଯ୍ୟନାରାୟଣ ଦାଶ,ରବି ନାରାୟଣ ପଣ୍ଡା,ବୃନ୍ଦାବନ ନାୟକ,କବିନ୍ଦ୍ର ବେହେରା,ଚନ୍ଦ୍ରମଣି ବେହେରା,ପ୍ରକାଶ ମଲ୍ଲିକ ,ତ୍ରିନାଥ ଭଟ୍ଟ,ବସନ୍ତ ସାହୁ,ସଙ୍କୁନ୍ତାଳା ମହାପାତ୍ର,ମନୋରଞ୍ଜନ ପାହଡସିଂହ,ଗଣେଶ ବେହେରା,ସିତାକାନ୍ତ ପରିଡା,ଦାମୋଦର ମୁଦୁଲି,ମଙ୍ଗୁଳି ବେହେରା ,ବିଜୟ କୁମାର ମହାପାତ୍ର,ପ୍ରଶନ୍ନ ପରିଡା,ରଶ୍ମି ରଞ୍ଜନ ଦାଶ,ତୁଳସୀ ସାହୁ,ସଞ୍ଜୁକ୍ତା ମହାପାତ୍ର,ପ୍ରଶାନ୍ତ ବାରିକ,ରୁସ୍ତୁମ ମହମ୍ମଦ,ସଚ୍ଚଳା ବେହେରା,ମିନାରାଣୀ ସାହୁ,ସୁଷମା ନାୟକ,ସୁଶିଳା ନାୟକ,ସଞ୍ଜୁକ୍ତା ଦାଶ ,ପ୍ରତିମା ରଥ ପ୍ରମୁଖ ସାଥିମାନେ ଯୋଗଦେଇ ଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୨/୨୦୨୧ ---୯,୪୦ 

 Sakhigopal News, 19/12/2021

Blog Archive

Popular Posts