Breaking News

ସତ୍ୟବାଦୀ ହାଇସ୍କୁଲର ପୁରାତନ ଛାତ୍ର ମାନଙ୍କର ବନ୍ଧୁ ମିଳନ

Friends of Satyavadi High School alumni reunite

 


ସାକ୍ଷୀଗୋପାଳ----  ୧୯୭୪ ବ୍ୟାଚର ।ସତ୍ୟବାଦୀ ହାଇସ୍କୁଲର  ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ।  ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନ ଅନୁଯାୟୀ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅବସର ପ୍ରାପ୍ତ ଶିକ୍ଷକ   ହରିହର ପଣ୍ଡା, ଅଶୋକ ପ୍ରଧାନଙ୍କୁ ଛାତ୍ର ମାନଙ୍କ ପକ୍ଷରୁ  ସମ୍ମର୍ଦ୍ଧିତ କରାଯାଇଥିଲା । ପଞ୍ଚସଖାଙ୍କ ଫଟୋଚିତ୍ରରେ ପୁଷ୍ମମାଲ୍ୟ ଅର୍ପଣ କରାଯାଇଥିଲା । ଦେହାନ୍ତ ହୋଇଯାଇଥିବା କିଛି  ସହପାଠୀ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବନ୍ଧୁ ମିଳନର ଆୟୋଜକ ଥିଲେ ନଟବର ଆଚାର୍ଯ୍ୟ ।  ପ୍ରାକ୍ତନ ଆୟକର ଆୟୁକ୍ତ ଓ ଗାଳ୍ପିକ ଶରତ କୁମାର ଦାସ, ପ୍ରକ୍ତନ ପ୍ର୍ମାପକପ୍ରସନନ ନନ୍ଦ ଯୋଗ ଦେଇ ବଂଧୁ ମିଳନ ପ୍ରତିବର୍ଷ କରିବା ପାଇଁ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମ୍ମରେ ଦିଲ୍ଲୀପ ମହାନ୍ତି, କୈଳାସ ମିଶ୍ର, କାଶୀନାଥ ନନ୍ଦ, ଭବାନୀ ମହାପାତ୍ର, ଦେବ୍ରାଜ ନାୟକ, ଉତ୍ତମ ଶତପଥି, ବିଶ୍ୱଜିତି ଶତପଥି, ଲକ୍ଷ୍ମୀ ମିଶ୍ର, ଲିଙ୍‌ଗରାଜ ଦାଶ ଓ ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ବହୁ ଶିଘ୍ର ଏକ ମୁଖପତ୍ର ପ୍ରକାଶ କରିବା ପାଇଁ ବନ୍ଧୁ ମିଳନରେ ନିସ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ପ୍ରଫୁଲ ମିଶ୍ର ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୧  ---୬.୩୦ 

 Sakhigopal News, 27/12/2021


Blog Archive

Popular Posts