ନେଗିପାଲି ଠାରେ ପାନୀୟ ଜଳର ପ୍ରକଲ୍ପ ଉଦଘାଟିତ
The drinking water project has been inaugurated at Negipali
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ କୁବେଡେଗା ପଞ୍ଚାୟତ ଅନ୍ତର୍ଗତ ନେଗିପାଲି ଠାରେ ପାନୀୟ ଜଳର ପ୍ରକଲ୍ପ ଉଦଘାଟିତ ହୋଇଯାଇଛି ।ଏହାକୁ ଉଦଘାଟନ କରିଛନ୍ତି କୁବେଡେଗା ସରପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ଭୋଇ । ଭୂତଳରୁ ବିଦ୍ୟୁତ ମୋଟର ଯୋଗେ ପାଣିସଂଗୃହିତ ହୋଇ ଗଣ୍ଡାପଡା ସ୍ଥିତ ବୀର ହନୁମାନ ପୀଠ ତଥା ମିଶନଶକ୍ତି ଗୃହ ସହିତ ପଡା ବାସୀଙ୍କ ପାଇଁ ସ୍ୱଛ ପାନୀୟ ଜଳ ଉପଲବ୍ଧ ହୋଇଛି ।ଉଦଘାଟନ ଉତ୍ସବରେ ନାଏବ ସରପଞ୍ଚ ରାଜକୁମାର ପଧାନ, ରମେଶ କଠାର,ଝାଂକର ବେସ୍ରା,ଗୋବିନ୍ଦ ବେସ୍ରା,ଗୋପାଳ ବେସ୍ରା, ଗୋକୁଳ ବେସ୍ରା, ବାଲେଶ୍ବର ଦୀପ, ଆନନ୍ଦ ଦୀପ, ପ୍ରକାଶ ଲୁହା, ଯୁବରାଜ ମହାନନ୍ଦ,ଅମର କୁମ୍ଭାର,କୈବର୍ତ ପଧାନ, ମୋହିତ ପଧାନ, କ ସମେତ ପଡାର ବହୁ ଜନ ସାଧାରଣ ସହଯୋଗ କରିଥିଲେ ।ପରିଶେଷରେ ଉତ୍ପନ୍ନ କୁମାର ଭୋଇ ଉପସ୍ଥିତ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୧୨/୨୦୨୧----୯,୪୫ Sakhigopal News,21/12/2021