Breaking News

ଅସହାୟ ଲୋକ ଙ୍କୁ କମ୍ବଳ ବଣ୍ଟନ କଲେ ସମାଜସେବୀ

 Social workers distributed blankets to the needy


ବଲାଙ୍ଗୀର---  ବଲାଙ୍ଗୀର ଜିଲ୍ଲା ର ବିଶିଷ୍ଟ ସମାଜ ସେବୀ ମଦନଲାଲ ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ଆଜି  ଅସହାୟ ମହିଳା ଓ ପୁରୁଷ ଙ୍କୁ ମାଗଣା ରେ କମ୍ବଳ ବଣ୍ଟନ କରିଛନ୍ତି । ୧୦୦ ରୁ ଅଧିକ କମ୍ବଳ ବଣ୍ଟନ କରି ଥିବା ବେଳେ ସଇଁନ୍ତଲା ,ତୁଷୁରା ଅଂଚଳ ରେ ୨୦୦ରୁ ଅଧିକ କମ୍ବଳ ବଣ୍ଟନ କରିଥିଲେ  । ତେବେ ସମାଜ ସେବା କଲେ ଆତ୍ମତୃପ୍ତି ସଙ୍ଗେ ମନକୁ ଶାନ୍ତି ମିଳେ ବୋଲି ସମାଜ ସେବୀ ମଦନଲାଲ ଅଗ୍ରୱାଲ ପ୍ରକାଶ କରିଛନ୍ତି।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୨୮/୧୨/୨୦୨୧----୮,୪୫ 
 Sakhigopal News,28/12/2021

Blog Archive

Popular Posts