Breaking News

ଆନ୍ତର୍ଜାତୀୟ ଥାଇବକ୍ସିଂ କ୍ରୀଡାବିତଙ୍କୁ ଡେଲାଙ୍ଗରେ ଶୁଭେଚ୍ଛା

 Greetings to the international Thai boxing athletes in Delang.


ଡେଲାଙ୍ଗ ----- ଡେଲାଙ୍ଗରେ ଆନ୍ତର୍ଜାତୀୟ ଥାଇବକ୍ସିଂ କ୍ରୀଡାବିତ ସରୋଜିନି ସୁନ୍ଦରାୟଙ୍କ ଶୁଭେଛା ଜଣାଇଛନ୍ତି । କଣାସରୋଡ ଠରେ ଗାଡିରୁ  ସରୋଜିନି ଓହ୍ଳାଇବା ପରେ ସେଠାରେ ଅପେକ୍ଷାରତ ମହତାବ ହାଇସ୍କୁଲର ପିରଚାଳନା କମିଟିର ପୁର୍ବତନ  ସଭାପତି ପରମାନନ୍ଦ ସାହୁ, ସୁଜନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ବଳନ୍ତରାୟ, ସମାଜସେବୀ ରମାବଲ୍ଲଭ ମଙ୍ଗରାଜ, ରାଜେନ୍ଦ୍ର ଦାସ, ପ୍ରମୋଦ ପଣ୍ଡା, ବିଶ୍ୱନାଥ ପରିଡା, ଦୀଲ୍ଲିପ ଦାସ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମହତାବ ସ୍ପୋର୍ଟସ ଏକାଡେମୀ ଡେଲାଙ୍ଗର ଅଧ୍ୟକ୍ଷ ନଟବର ସେଠୀ, ପୂର୍ବତନ ଛାତ୍ର ରଘୁନାଥ ମଲ୍ଲିକ ପ୍ରମୁଖ ସ୍ୱାଗତ କରିବା ସହ ବଜାର ଛକରେ ଥିବା ପ୍ରବାଦ ପୁରଷ  ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହ ବଜାର ପରିକ୍ରମା କରିଥିଲେ । ସ୍ପୋର୍ଟସ ଏକାଡେମୀର ଉନ୍ନତି କାମନା କରାଯାଇଥିଲା । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୧୨/୨୦୨୧---୭,୧୦=   

Sakhigopal News, 8/12/2021

Blog Archive

Popular Posts