Breaking News

ବାରହା ମାଂସ ବିକ୍ରି କରୁଥିବା ବେଳେ ବନବିଭାଗ ଚଢାଉ ମାଂସ ସହ ଜଣେ ଗିରଫ

   Twelve people were arrested while selling meat while the forest department was raiding meat  
 ଭଞ୍ଜନଗର-ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅନ୍ତର୍ଗତ ହଳନ୍ଦଖୋଳା ଗ୍ରାମର କୈଳାସ ପ୍ରଧାନ ବାରହା ଶିକାର କରି ସେହି ମାଂସକୁ ଗ୍ରାମରେ ବିକ୍ରି କରୁଥିଲେ । କୈଣସି ସୁତ୍ରରୁ ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ଖବର ପାଇବା ପରେ ଶ୍ରୀ ନାୟକଙ୍କ ନିର୍ଦ୍ଧେଶକ୍ରମେ ତାରସିଂ ବନପାଳ ଦିଲ୍ଲୀପ କୁମାର ଦାଶଙ୍କ ନେତୃତ ସ୍ମାଡଙ୍କ ସହଯୋଗରେ ଘଟଣାସ୍ଥଳରେ ପହଞ୍ଚିଥିଲେ ।  ମାଂସ ବିକ୍ରି ଅଭିଯୋଗ ରେ କୈଳାସ ପ୍ରଧାନଙ୍କୁ ଗିରଫ କରିବା ସହ ମାଂସକୁ ଜବତ କରି ତାରସିଂ ବନାଞ୍ଚଳ କାର୍ଯ୍ୟଳୟକୁ ଆଣି ଅଧିକ ତଦନ୍ତ କରିଥିଲେ ।ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ ମାଂସକୁ କାଯ୍ୟଳୟ ପରିସରେ ପୋତି ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକଙ୍କ ଠାରୁ ସୁଚନା ମିଳିଛି ।  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୨/୨୦୨୧---୧୦,୫୦  Sakhigopal News, 19/12/2021

Blog Archive

Popular Posts