Breaking News

ମା ଦକ୍ଷିଣକାଳୀ ଙ୍କୁ ଦର୍ଶନ କଲେ ପିସିସି ସଭାପତି


ସାକ୍ଷୀଗୋପାଳ ---ସତ୍ୟବାଦୀର ବିରଗୋବିନ୍ଦପୁର ର ପ୍ରସିଦ୍ଧ ମା ଦକ୍ଷିଣକାଳୀ ଙ୍କୁ ଦର୍ଶନ କଲେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ | ପୂର୍ବାହ୍ନ ଏଗାରଟା ସମୟରେ ଶତାଧିକ କଂଗ୍ରେସ କର୍ମୀଙ୍କ ଗହଣରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବିରଗୋବିନ୍ଦ ପୁର ଗ୍ରାମ ଭିତରେ ଚାଲି ଚାଲି ଯାଇ ମାଆ ଦକ୍ଷିଣକାଳୀ ଙ୍କୁ ଦର୍ଶନ କରି ରାଜ୍ୟ ବାସୀଙ୍କ ମଙ୍ଗଳ କାମନା କରିଥିଲେ |ତାଙ୍କ ସହିତ ପୁରୀ ଜ଼ିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ ମିଶ୍ର , ସତ୍ୟବାଦୀ କଂଗ୍ରେସ ନେତା ମନୋଜ ରଥ , ପ୍ରଭାତ ପୁରୀ , କାଳୁ ପାଣି , ପ୍ରଦୀପ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ | ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୬/୨୦୨୫----୭,୧୫ Sakhigopal News,18/6/2025

Blog Archive

Popular Posts