Breaking News

ବେଆଇନ ବାଲି ଚାଲାଣ ସମୟରେ ଦୁଇ ଟ୍ରାକ୍ଟର ଜବତ୍

=Two tractors seized during illegal sand transport

ସାକ୍ଷୀଗୋପାଳ----  ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ଜିଲ୍ଲାପାଳଙ୍କ ନର୍ଦ୍ଦେଶକ୍ରମେ ସତ୍ୟବାଦୀ ଅଞ୍ଚଳର ଗବକୁଣ୍ଡ ବେଆଇନ ବାଲି ଘାଟ ଉପରେ ଅଚାନକ ଚଡାଉ କରିଥିଲେ । ସେଠାରେ  ଦୁଇଟି ଟ୍ରାକ୍ଟଟର ବେଆଇନ ବାଲି ନେବା ସମୟରେ ତହସିଲଦାର ଚଡାଉ କରିବା ସମୟରେ ଧରାପଡିଥିଲେ  । ବାଲି ନେବା ପାଇଁ କୌଣସି କାଗଜପତ୍ର  ନଥିବାରୁ ଦୁଇଟି ଗାଡି ଜବତ କରାଯାଇଥିଲା । ଗୋଟିଏ ଗାଡି ମାଲିିକ ଫାଇନି ଦେଇ ଗାଡି  ନେଇ ଯାଇଥିବା ବେଳେ ଅନ୍ୟ ଏକ ଟ୍ରାକ୍ଟଟର ସତ୍ୟାବାଦୀ ଥାନାରେ ରଖାଯାଇଥିବା ତହସିଲଦାର ଜୟସିଂଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ  ସେନାପତି, ୨୯/୧୨/୨୦୨୧---୯,୧୦   

Sakhigopal News---29/12/2021


Popular Posts