ତୁଳସୀ ବୃକ୍ଷ ରୋପଣ ଓ ପୂଜନ
Planting and worshiping basil trees
ସାକ୍ଷୀଗୋପାଳ --- ଆଜି ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଦିବସ । ଲୋକମାନେ ଭୋଜି ଭାତରେ ଆସର ଥିବା ବେଳେ ଜଳକବର ଗ୍ରାମର ଡ. ଶାନ୍ତିଲତା ଅଧିକାରୀ ୠ୍ରାମର କିଛି ମହିଳା ମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ତୁଳସୀ ବୃକ୍ଷ ରୋପଣ କରିବା ସହ ଚଉରା ମୂଳରେ ତୁଳସୀ ବୃକ୍ଷକୁ ପୂଜନ କରିଥିଲେ । ତୁଳସୀ ବୃକ୍ଷ ପୂଜନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ଶାନ୍ତି ମିଳଥାଏ ବୋଲି ବୋଲି ଡ. ଶାନ୍ତିଲତା କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୨/୨୦୨୧----୭,୨୦
Sakhigopal News, 25/21/2021