Breaking News

ମଳିପଡାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ:ମାଳିଝର ବିଜୟି

Malipada cricket tournament: Malijhar wins


 ବଲାଙ୍ଗିର----ଆଜି ବେଲଗାଁ ଗ୍ରାମପଞ୍ଚାୟତସ୍ଥିତ ମାଲପଡ଼ା ଗ୍ରାମ ରେ ଆୟଜିତ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ବାଞ୍ଜିପଦର୍ ଓ ମାଲିଝର ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ମାଳିଝର ଦଳ ଚାମ୍ପିଅନ ହୋଇଥିଲେ । ଏହି ପ୍ରତିଯୋଗିତାକୁ  ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର  ସମ୍ପାଦକ  ଡୋଳାମଣି ଥାପା  ମୁଖ୍ୟ ଅତିଥିଭାବେ ଯୋଗଦେଇ ଖେଳାଳି ମାନଙ୍କର ଉତ୍ସାହ ବଢାଇବା ସହ ପ୍ରିତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।  ସମ୍ମାନିତ ଅତିଥିଭାବେ ବଲାଙ୍ଗିର ଜିଲ୍ଲା ବିଯୁ ଜନତା ଦଳର  ଯୁବ ସମ୍ପାଦକ  ନିଲୁ ମହାନନ୍ଦ , ସଇଁତଳା ବ୍ଲକ ବିଜୁ ଜନତା ଦଳର ନେତା  ଛବି ରଣା, ସଇଁତଳା ବ୍ଲକ ବିଜୁ ଯୁବ ଜନତା ଦଳର ବ୍ଲକ ଉପସଭାପତି ବିକିଜି ନାଗ, ବେଲଗାଁ ଗ୍ରାମପଞ୍ଚାୟତର ଯୁବସଭାପତି ମୋହନ ବାଗ, ଦୁଳଭ୍ ମାଝି ପ୍ରମୁଖ ଉପସ୍ଥିତ ଥିଲେ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୧୭/୧୨/୨୦୨୧-----୯,୪୦  Sakhigopal News,17/12/2021

Blog Archive

Popular Posts