Breaking News

ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୭ ବ୍ୟାଚର ବନ୍ଧୁମିଳନ

Satyavadi Girls High School has a batch of 16 bachelors


ସାକ୍ଷୀଗୋପାଳ----- ସତ୍ୟବାଦୀ ବାଳିକା ଉଚ୍ଚ  ବିଦ୍ୟାଳୟର ୧୯୧୯୭ ମସିହା ବ୍ୟାଚର ଛାତ୍ରୀ ମାନଙ୍କରଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ପଟ୍ଟନାୟକିଆ ସ୍ଥିତ ଚଣ୍ଡିମନ୍ଦିର ପରିସରରେ ଶୁଭ୍ରଶ୍ରୀ ଦାଶଙ୍କ ତତ୍ୱବଧାନରେ ପ୍ରାୟ ୨୦ ଜଣ ଛାତ୍ରୀ ସେମାନଙ୍କ ପରିବାର ସହ ଏହି ବନ୍ଧୁ ମିଳନରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ପ୍ରଗତି ନନ୍ଦ, ସ୍ମିତା ମହାନ୍ତି, ସ୍ମିତା ପାତ୍ର, ନମିତା ତ୍ରିପାଠୀ, ସ୍ୱାଗତିକା ଦାସ, ସମିତା ମେକାପ, ଗୀତାଞ୍ଚଳି ପତ୍ରି, ମଧୁସ୍ମିତା ଦାଶ, ମିନତି ବାରିକ, ବାଣେଶ୍ରୀ ସାହୁ, ଅର୍ଚ୍ଚନା ହୋତା, ସ୍ୱାଗତିକା ଯୋଗ ଦେଇ ୨୫ ବର୍ଷ ପରେ ଏକାଠି ହୋଇଥିବାରୁ ନିଜ ନିଜ ମଧ୍ୟରେ ଭାବ ଆଦାନ ପ୍ରଦାନ କରିଥିଲେ । ବିଦ୍ୟାଳୟଟି ଏବେ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଅନ୍ତଭୁକ୍ତ ହୋଇଥବାରୁ ଯୋଗ ଦେଇଥିବା ଛାତ୍ରୀ ମାନେ ରାଜ୍ୟ ସରକାରଙ୍କୁ ବେଶ ପ୍ରଶାସାଂ କରିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧୨/୨୦୨୧---୯,୪୫   Sakhigopal News , 26/12/2021

Blog Archive

Popular Posts