ପ୍ରଭାତ କ୍ଳବ ପକ୍ଷରୁ ରକ୍ତଦାନ ଶିବିର
Blood donation camp on behalf of the morning club
ଡେଲା୍ଙ୍ଗ ---- ଡେଲାଙ୍ଗ ଷ୍ଟେସନସ୍ଥିତ ପ୍ରଭାତ କ୍ଳବ ପକ୍ଷରୁ ସ୍ୱଗତ ପ୍ରଭାତ କ୍ଳବର ସଭାପତି ପ୍ରକାଶ ନାୟକ ଓ ( ନିୟୁଜ-୭)ରଯୁବ ସାମ୍ବାଦିକ ତଥା କ୍ଳବର ସଦସ୍ୟ ଦୀପକ ମିଶ୍ରଙ୍କ ସ୍ୱୃତି ଉଦ୍ଦ୍ୟେଶରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଉଛି । ଏଥିରେ ବହୁ ସଂଖ୍ୟାର ରକ୍ତଦାତା ମାନେ ଯୋଗ ଦେଇ ଶିବିରକୁ ସଫଳ କରିବା ପାଇଁ କ୍ଳବ ପକ୍ଷରୁ ନିବଦେନ କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୨/୨୦୨୧---୮,୧୧ Sakhigopal News, 21/12/2021