>>
  • ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଦ୍ଵାରା ରଥଯାତ୍ରାରେ ସେବା ଅନୁଷ୍ଠିତ
  • >>
  • ଜଟଣୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ
  • >>
  • ଶ୍ରୀ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
  • >>
  • କଣାସରେ ଝାଡାବାନ୍ତି ବ୍ୟାପିଲା : ଦୂଷିତ ଜଳପାନ ମୁଖ୍ୟ କାରଣ
  • >>
  • ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ର ଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଓଡିଶୀ ଓ ଗୁରୁ ବନ୍ଦନା
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ
  • >>
  • ବାପାଙ୍କର ୭୫ ତମ ଜନ୍ମଦିନ ଧୁମଧାମରେ ପାଳିଲେ ପରିବାରର ସଦସ୍ୟମାନେ
  • >>
  • ହେରା ପଞ୍ଚମୀରେ ମା ଲକ୍ଷ୍ମୀ ରାଗରେ ରଥ ଭାଙ୍ଗିଲେ
  • >>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ମା ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଅନ୍ତର୍ଜାତୀୟ ମାଦକ ସେବନ ଓ ଅବୈଧ ମାଦକ ବ୍ୟବସାୟ ବିରୋଧୀ ଦିବସରେ ୱାଦାର ଯୁଦ୍ଧଂ ଦେହୀ ଡାକରା
  • >>
  • ଜଟଣୀ ଗଣେଶ ମହୋତ୍ସବ ପାଇଁ ଭୂମି ପୂଜନ ଅନୁଷ୍ଠିତ
  • >>
  • ଅବ୍ୟବସ୍ଥା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
  • >>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ପୂଣ୍ୟତିଥି ଅବସରରେ କର୍ମଭୂମିରେ ତିଳତର୍ପଣ
  • >>
  • ରୋଟାରୀ କ୍ଳବ ଭଞ୍ଜନଗରର ପ୍ରତିଷ୍ଠା ଦିବସ ପାଳିତ
  • ଝରାପାଲି ଉଚ୍ଚ ବିଦ୍ୟାଳୟ ଠାରେ ସପ୍ତାହବ୍ୟାପୀ ବନମହୋସବ ପାଳିତ

     
    ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ଉଚ୍ଚ ବିଦ୍ୟାଳୟ ଠାରେ ସପ୍ତାହବ୍ୟାପୀ ବନମହୋସବ ପାଳିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ବିଦ୍ୟାଳୟ ର ପରିଚାଳନା କମିଟିର ସଦସ୍ୟ ମାନେ ସାମିଲ ହୋଇଥିଲେ ।  ବିଦ୍ୟାଳୟ ପରିସରରେ ନିମ୍ବ, ବାହାଡ଼ା, ଅଁଳା , ପଣଷ, ଆମ୍ବ, ପିଜୁଳି କୃଷ୍ନଚୂଡ଼ା ଇତ୍ୟାଦି ବିଭିନ୍ନ ପ୍ରକାର ର ଚାରାରୋପଣ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ବୃକ୍ଷ ର ଯତ୍ନ, ପ୍ଲାଷ୍ଟିକ୍ ବର୍ଜନ, ପରିବେଶ ସୁରକ୍ଷା, ଶକ୍ତି ସଂରକ୍ଷଣ, ଜଳ ସଂରକ୍ଷଣ ଓ ସବୁଜ ଶପଥପାଠ କରିଥିଲେ। ପରେ ଛାତ୍ରଛାତ୍ରୀ ମାନେ ଓ ଶିକ୍ଷକ ଗୋଟିଏ ଗୋଟିଏ ଚାରାଗଛ ଧରି ଝରାପାଲି ଉଚ୍ଚ ବିଦ୍ୟାଳୟ ଠାରୁ ଝରାପାଲି ମାର୍କେଟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ଜନସାଧାରଣଙ୍କୁ ସଚେତନତା ର  ବାର୍ତ୍ତା ପ୍ରଚାର କରି ଥିଲେ। ଶେଷରେ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍ତମ ପୁରୋହିତ ସଭାପତିତ୍ବ ରେ   ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ପ୍ରଥମ, ଦ୍ଵିତୀୟ, ତୃତୀୟ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କୃତ କରାଯାଇଥିଲା। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
      ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୭/୨୦୨୨ ---- ୬,୪୦  Sakhigopal News,10/7/2022

    Blog Archive

    Popular Posts