Breaking News

ରାଜୁଆ ଓ ଦୟାନଦୀରେ ବନ୍ୟାଜଳ ପ୍ରବାହିତ

The Raju and Dayan rivers are flooded
ଜଟଣୀ --- ରାଜୁଆ ଓ ଦୟାନଦୀ ର ସଙ୍ଗମ ସ୍ଥଳରେ ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଜଟଣୀ, ସତ୍ୟବାଦୀ ଓ ପିପିଲି  । ଡେଲାଙ୍ଗ ର ବହୁ ପଞ୍ଚାୟତ ର  ଗ୍ରାମ ରାସ୍ତା ଏବେ ବନ୍ୟା ପାଣି ରେ ବୁଡି ଯାଇଛି । ପାଣ୍ଡିଆବିଲି ଠାରେ ଥିବା ଅସ୍ଥାଇ ରାସ୍ତା ଭାଙ୍ଗିଯାଇଥିବାରୁ ରୋଗୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ବହୁ ଅସୁବିଧାରେ ଯାତାୟତ କରୁଛନ୍ତି। ସନ୍ତୋଷ ଜେନା ଅଧ୍ୟକ୍ଷ ପାଣ୍ଡଵ ଜେନା ଫାଉଣ୍ଡେସନ ଲୋକମାନଙ୍କର ଅନୁରୋଧ ରକ୍ଷା କରି ସେ ସ୍ଥାନ ପରିଦର୍ଶନ କରି ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୁରନ୍ତ ଏକ ଡ଼ଙ୍ଗା ଜ଼ିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୭/୨୦୨୨----୮,୪୦  Sakhigopal News,18/7/2022

Blog Archive

Popular Posts