GST ପ୍ରତ୍ୟାହାର ପାଇଁ CPU(M) ଜଟଣୀ ଆଂଚଳିକ କମିଟି ତରଫରୁ ପ୍ରତିବାଦ ସଭା
Protest meeting by local committee of CPU(M) to withdraw GST.
ଜଟଣୀ --ମୁଢ଼ି, ଚୂଡ଼ା, ଗୁଡ଼,ଅଟା,ଚାଉଳ ଆଦି ଖାଦ୍ୟ ପଦାର୍ଥ ଏବଂ କ୍ଷୀର, ଦହି, ମହୁ ,ଇତ୍ୟାଦି ନିତ୍ୟ ବ୍ୟବହାର ଦ୍ରବ୍ଯ ଉପରେ କେନ୍ଦ୍ର ସରକାର GST ଲାଗୁ କରିଛନ୍ତି । ପ୍ରତ୍ୟାହାର ପାଇଁ CPU(M) ଜଟଣୀ ଆଞ୍ଚଳିକ କମିଟି ତରଫରୁ ଆଜି ଦିବା ୧୧ ଘଣ୍ଟା ସମୟରେ ସମ୍ପାଦକ ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ପ୍ରତିବାଦ ସଭା ସ୍ଥାନୀୟ ସୀତାରାମ ଛକ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସାଥି ସରଙ୍ଗଧର ବେହେରା, ଏ କେ ଚୌଧୁରୀ, ମନ୍ମଥ କୁମାର ଡାକୁଆ ଉପସ୍ଥିତ ଥିଲେ । ସରକାର ଙ୍କ କର୍ପୋରେଟର ଙ୍କୁ ହଜାର ହଜାର କୋଟି TAX ଛାଡ଼ କରି ସାଧାରଣ ଲୋକଙ୍କ ଉପରେ GST ଲାଗୁକରିବାର ତୀବ୍ର ନିନ୍ଦା କରିଥିଲେ ।ଏହି ଆନ୍ଦୋଳନ ରେ ସାଥି ବେଣୁଧର ନାୟକ, ବାସନ୍ତୀ ବେହେରା, ପଦ୍ମା ପ୍ରଧାନ, ରାହୁଳ ପାଟଶାଣୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୭/୨୦୨୨---୯,୧୦ Sakhigopal News,28/7/2022