Breaking News

ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ତୁଳସୀ ଚାରା ରୋପଣ

Plantation of tulips by Satavashtha Branch of India Development Council


ସାକ୍ଷୀଗୋପାଳ----  ସାକ୍ଷରଗୋପିନାଥ ଦେବଙ୍କ ମନ୍ଦିର ପଛପାଶ୍ୱର୍ରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ୧୦୯ ଗୋଟି ତୁଳସୀ ବୃକ୍ଷ ରୋପଣ ଶ୍ରାବଣ ମାସ ଏକାଦଶୀ ତିଥିରେ ରୋପଣ କରାଯାଇଛି ।   ଏହି ତୁଳସୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦରରାଜ୍ୟ ସଭାପତି ସତ୍ୟବାଦୀ ଦାଶ, ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ନବଘନ ଶତପଥୀ, ରାଷ୍ଟୀୟ ପର୍ଯ୍ୟକରଣ ସଭ୍ୟ ବସନ୍ତ କୁମାର ମିଶ୍ର ଓ ପର୍ଯ୍ୟବରଣ ସଭ୍ୟ ସୁଶାନ୍ତ କୁମାର ରଥ, ନିହାର ରଞ୍ଜନ ସ୍ୱାଇଁ, ଟିକିନା ମିଶ୍ର, ନିଳକଣ୍ଠ ବାରିକ, ଭୀମସେନ ମହାପାତ୍ର, ସୁନାକର ପତି ପ୍ରମୁଖ ବୃକ୍ଷ ରୋପଣ କରିଥିଲେ  । ପରେ ପରେ  ବକୁଳବନ ପରିସରରେ ଥିବା ସିଦ୍ଧବଳରାମ ମନ୍ଦିରର ପୁନଃ ଉଦ୍ଧାର କରିବା ପାଇଁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିବା ରାଜ୍ୟ ସଭାପତି ଶ୍ରୀ ଦାଶଙ୍କ ଠାରୁ ସୁଚନା ମିଳିଛି । 


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୭/୨୦୨୨---୮,୪୦   

  Sakhigopal News, 24/7/2022

Blog Archive

Popular Posts