ଧର୍ମ ପରାୟଣ ମହିଳାଙ୍କର ୯୦ ବର୍ଷ ବୟସ ରେ ଦେହାନ୍ତ
A pious woman passed away at the age of 90.
ବରଗଡ଼---- ବରଗଡ ଜିଲ୍ଲା ଥୁଆପାଲି ର ସ୍ଵର୍ଗତ ଗୌରୀଶଙ୍କର ଦାସ ଙ୍କ ଧର୍ମପତ୍ନୀ ପ୍ରଭାବତୀ ଦାସ ୯୦ ବର୍ଷ ବୟସ ରେ ଦେହାନ୍ତ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣ, ସେହ୍ନୀ, ପରୋପକାରୀ ଥିଲେ । ତାଙ୍କର ଦେହାନ୍ତ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅନ୍ତିମ ଦର୍ଶନ ରେ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ ସାମିଲ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହି ସମୟରେ ପୁଅ, ଝିଅ, ଜୋଇଁ, ନାତି ନାତୁଣୀ, ବହୁ ବନ୍ଧୁ ବାନ୍ଧବ ଉପସ୍ଥିତ ରହି ଥିଲେ। ଭୋଇପାଲି ସ୍ଵର୍ଗଦ୍ଵାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କର ବଡ଼ ପୁଅ ସନାତନ ଦାସ ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୭/୨୦୨୨---୭,୧୫ Sakhigopal News,25/7/2022