Breaking News

ପରିବେଶପ୍ରେମୀ ପଦାରବିନ୍ଦ ମହାପାତ୍ରଙ୍କ ସ୍ମୃତିରେ ଚାରାରୋପଣ

Planting in memory of environmentalist Padarvind Mohapatra.

ଡେଲାଙ୍ଗ :ପଦ୍ମଭୂଷଣ ସ୍ବର୍ଗତ ଡ଼ଃ ରାଧାନାଥ ରଥଙ୍କ ଜାମାତା ତଥା ସମାଜ ର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ସ୍ବର୍ଗତ ମନୋରମା ମହାପାତ୍ରଙ୍କ ସ୍ୱାମୀ ବିଶିଷ୍ଟ ପରିବେଶବିତ୍ତ ପଦାରବିନ୍ଦ ମହାପାତ୍ର ଙ୍କ  ଆଜି ଚଉତିରିଶତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ ପକ୍ଷରୁ ଚାରା ରୋପଣ କରାଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ଆଇନୀଜୀବୀ ତଥା ପରିବେଶପ୍ରେମୀ ହୃଷୀକେଶ ପାଢ଼ୀ ଡେଲାଙ୍ଗ ତହସିଲ ପରିସରରେ ଅତିରିକ୍ତ ତହସିଲଦାର ରଂଜନ କୁମାର ନାୟକ ଙ୍କ ସହିତ ଚାରାରୋପଣ କରି ଜନସଚେତନତା ସୃଷ୍ଟି କରିବା ସହ ସମସ୍ତଙ୍କୁ ପରିବେଶ ସୁରକ୍ଷା ଲାଗି ଗଛଟିଏ ଲଗାଇବାକୁ ନିବେଦନ କରିଛନ୍ତି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୭/୨୦୨୨----୮,୪୦ 
   Sakhigopal News,19/7/2022

Blog Archive

Popular Posts