ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବୃକ୍ଷରୋପଣ
ଭଞ୍ଜନଗର-- ସାବିତ୍ରୀ ମହିଳା ମହାବିଦ୍ୟାଳୟ ମୋ କଲେଜ ଅଭିଯାନରେ ଗୁରୁବାର ବୁକ୍ଷ ରୋପଣ କାଯ୍ୟ କର୍ମ ଅନୁଷ୍ଠିତ ହେଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ସମାଜ ସେବୀ ଶୂଳପାଣି ଶତପଥୀ, ବନପାଳ ବଂଶୀଧର ବିଶୋଇ ଉପସ୍ଥିତ ରହି ଗଛଟିଏ ଲଗାଇଲେ ଆମେ କଣ ସବୁ ଉପକାରିତା ପାଇଥାଉ ତାହାରି ଉପରେ ବୁଝାଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଅନୁଷ୍ଠିତ ସଭାରେ ଅଧିକ୍ଷତା କରିଥିଲେ । ଡକ୍ଟର ଜୟୀରାମ ସେନାପତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାବିତ୍ରୀ ମହିଳା ମହା ବିଦ୍ୟାଳୟ ଅଧ୍ୟାପିକା ଅଧ୍ୟାପକ ଓ ସମସ୍ତ କର୍ମଚାରୀ, କାଉସିଲର ରେଡ କ୍ରସ ସସ୍ମିତା ବେହେରା ଏବଂ ସମସ୍ଥ ଛାତ୍ରୀ ମିଳି ମିଶି ବୃକ୍ଷ ରୋପଣ କରିବା ସହ ଚାରା ବଣ୍ଟନ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୭/୨୦୨୨ ---୮,୧୦ Sakhigopal News,21/7/2022