Breaking News

ନେଟଙ୍ଗା ସେବା ସମବାୟ ସମିତି ର ସଭାପତି ହେଲେ ;ପ୍ରହଲ୍ଲାଦ

Pratallah became the president of the Netanga Service Cooperative Society.

ଭଞ୍ଜନଗର -  ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ସେବା ସମବାୟ ସମିତିର ନୂତନ ସଭାପତି ଭାବେ ନିର୍ବାଚିତ ହେଲେ ପ୍ରହଲ୍ଲାଦ ଲେଙ୍କା । ଏହାସହ ଉପ-ସଭାପତି ଭାବେ ମମତା ନାୟକ ,  ନିର୍ଦ୍ଦେଶକ ଭାବେ ସନ୍ୟାସୀ ଜେନା , ଅଭିମନ୍ୟୁ ସେଠୀ , ନିତ୍ୟାନନ୍ଦ ଲେଙ୍କା , ନିରଞ୍ଜନ ଲେଙ୍କା , ସରୋଜିନୀ ଲେଙ୍କା , ମେଘ ବେହେରା , ଭାନୁମତୀ ନାୟକ , ସଂଯୁକ୍ତା ନାୟକ , ଓ ବାଳକୃଷ୍ଣ ଜେନା ନିର୍ବାଚିତ ହୋଇଛନ୍ତି । ସମସ୍ତ ନିର୍ବାଚନ କାର୍ଯ୍ୟକୁ ନିର୍ବାଚନ ଅଧିକାରୀ - ଅରୁଣ କୁମାର ମଳିକ , ସମ୍ପାଦକ - ତ୍ରିନାଥ ପାତ୍ର ଓ ସ‌ହସମ୍ପାଦକ ତ୍ରିପୁରା ସାହୁ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୭/୨୦୨୨----୮,୪୫     Sakhigopal News,19/7/2022

Blog Archive

Popular Posts