ବାଙ୍କୀ ପଙ୍କଜିନି ପ୍ରତିଭା ବିକାଶ ପରିଷଦ ପକ୍ଷରୁ ଦ୍ୱିତୀୟ ବାର୍ଷିକ ମେଧାବୃତି ସମ୍ବାନ
The rest of the Pankajini Talent Development Council holds its second annual scholarship.
ବାଙ୍କୀ--- ବାଙ୍କୀ ପଙ୍କଜିନି ପ୍ରତିଭା ବିକାଶ ପରିଷଦ ପକ୍ଷରୁ ଦ୍ୱିତୀୟ ବାର୍ଷିକ ମେଧାବୃତି ସମ୍ବାନ ବାଙ୍କୀ ସ୍ୱଂୟ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବାଙ୍କୀର ଯୁବ ବିଧାୟକ ତଥା ରାଜ୍ୟ ବିଜୁ ଛାତ୍ର ଜନତାଦଳର ସଭାପତି ଏବଂ ବାଙ୍କୀ ପ୍ରତିଭା ବିକାଶ ପରିଷଦର ସଭାପତି ଦେବୀରଞ୍ଜନ ତ୍ରିପାଠୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବାଙ୍କୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭବାନୀ ପ୍ରସାଦ ହୋତା , ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପାଲତା ସାମନ୍ତ ,ଏନ ଏସି ଅଧ୍ୟକ୍ଷ ମାଣିକ ସାହୁ , ଉପ ନଗରପାଳ ସନ୍ତୋଷ ରଣା ,ଡମପଡା ବ୍ଲକ ଅଧକ୍ଷ ପ୍ରଣବ କିଶୋର ପଟେଲ , ଡମପଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା , ମୁଖ୍ୟ ବକ୍ତା କାଁହୁ ଚରଣ ସାହୁ , ଜିଲା ପରିଷଦ ଆଶିଷ ସାହୁ ,ମିନତୀ ମହାପାତ୍ର , ପଙ୍କଜିନି ପ୍ରତିଭା ବିକାଶ ପରିଷଦ କାର୍ଯ୍ୟକାରୀ ସଭାପତି ଜୟ ପ୍ରକାଶ ମିଶ୍ର ,କୋଷାଧ୍ୟକ୍ଷ ଜାମିନିକାନ୍ତ ମହାପାତ୍ର ,ସାଧାରଣ ସମ୍ପାଦକ ଜୋତିରଞ୍ଜନ ରାଉତ ,ଉପସଭାପତି ଆଶିଷ କୁମାର ପାଢ଼ୀ ଙ୍କ ସହିତ ବରିଷ୍ଠ ବିଜେଡି ନେତା ସୁବାଷ ଚନ୍ଦ୍ର ପାଢ଼ୀ ଙ୍କସମେତ ବାଙ୍କୀର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଶିକ୍ଷା ବିଭାଗ ଅଧୀନରେ ଥିବା ଦଶମଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୧୭ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କଟକରୁ ନିରଞ୍ଜନ ଦାସଙ୍କ ରିପୋର୍ଟ