ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁଙ୍କ ଇଚ୍ଛାଙ୍ଖାଖି କରଣ ର ଏକ କର୍ମଶାଳା ଅନୁଷ୍ଠିତ
A workshop was held on the premises of Suryamani Janata High School on children's wish planning.
ବରଗଡ ଜିଲ୍ଲା ଭେଡେନ ବ୍ଲକ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ, ଭେଡେନ ଠାରେ ଶିଶୁଙ୍କ ଇଚ୍ଛାଙ୍ଖାଖି କରଣ ର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭେଡେନ ବ୍ଲକ ୫ଟି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରାମର୍ଶଦାତା ମାନେ ଯୋଗଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ବରଗଡ ର ଖ୍ରୀଷ୍ଟାଫର ଦୀପ, କାର୍ଯ୍ୟକ୍ରମ ର ମୁଖ୍ୟ ନାରାୟଣ ମହାନ୍ତି, ସଂଯୋଜନା କରିଥିଲେ ସମୀର ପ୍ରଧାନ। ଶିଶୁମାନଙ୍କୁ ଇଚ୍ଛାଙ୍ଖାଖି କରଣ ର ସମସ୍ତ ବିଷୟ ରେ ବକ୍ତବ୍ୟ ଓ ଆଲୋଚନା ମାଧ୍ୟମରେ ଦିଗଦର୍ଶନ ଦେଇଥିଲେ। ଯେପରି କି ଶିଶୁ ର ସମସ୍ତ ପ୍ରକାରର ଉନ୍ନତି, ଲକ୍ଷ୍ୟ ହାସଲ ଦିଗରେ ଆତ୍ମ ନିର୍ଭର ହୋଇ ସ୍ୱାବଲମ୍ବୀ ହୋଇପାରିବ। ଏହି ସମୟରେ ଭେଡେନ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର କ୍ଷିତେଶ୍ୱର ବେହେରା, ଅରୁଣ କୁମାର ଭୋଇ, ବଲରାମ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପରିଶେଷରେ କୁବେଡେଗା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୁଦ୍ରଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୭/୨୦୨୨----୯,୨୦ Sakhigopal News,29/7/2022