Breaking News

ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀର ମୃତ୍ୟୁ ସନ୍ଧେହ

The death of the elephant is suspected to be due to electrocution.

ଭଞ୍ଜନଗର- ଗୋଟିଏ ଦନ୍ତାର ମୃତଦେହ ବୁଧବାର ସନ୍ଧ୍ୟା ୭ଟା ସମୟରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ସନ୍ଧେହ କରାଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।ଖବର ନେବାରେ ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ବନାଞ୍ଚଳ ବେଲଗୁଣ୍ଠା ସେକସନର ବିଡିପୁରୁ ବିଟିରେ ଥିବା କନ୍ଧନୂଆଁପଲ୍ଲୀ ଗ୍ରାମ ନିକଟରେ ଥିବା ପାହାଡ ଠାରେ ଦନ୍ତାହାତୀର ମୃତ ଦେହ ଉଧାର କରିଛି ବନବିଭାଗ । ଏହି ଖବର ବନଖଣ୍ଡ ଅଧିକାରୀ ଓ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାଶ ବନପାଳ ସୁରଭି ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦନ୍ତାହାତୀର ଶବକୁ ଜବତ କରିବା ସହ ତଦନ୍ତକରି ଆସନ୍ତା କାଲି ବ୍ୟବଛେଦ କରାଯିବା ପରେ ମୃତ୍ୟୁ ହାତୀର ସଠିକ ତଥ୍ୟ ଜଣାପଡିବ ବେଲି ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୭/୨୦୨୧ --- ୧୦,୨୫ Sakhigopal News,21/7/2022

Blog Archive

Popular Posts