ଶ୍ରାବଣ ମାସରେ ଦେବ ଦେବ ମହାଦେବ ଙ୍କ ପାଇଁ ପାଣିଭାର
In the month of Shravana, water is offered to Dev Dev Mahadev.
କଟକ---- - କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଶାଣିଆ ଗ୍ରାମର ଯୁବକ ମାନେ ପ୍ରତ୍ୟେକ ବର୍ଷ ବୈଦେଶ୍ୱର୍ ସିଂହନାଥ ପୀଠ ମହାନଦୀ କୁଳରୁ ପାଣି ଉଠାଇ ବିରୁପାକ୍ଷ ଦେବ ଙ୍କ ମସ୍ତକରେ ଜଳଲାଗି କରିଥାନ୍ତି । ଏ ବର୍ଷ ମଧ୍ୟ ପସାଣିଆ ଗ୍ରାମର ସମସ୍ତ କାଉଡ଼ିଆ ଭକ୍ତ ମାନେ ମହାସମାରୋହରେ ପାଣି ଭାର ଉଠାଇ ବିରୂପାକ୍ଷ ଦେବଙ୍କ ଜଳଲାଗି କରିଥିଲେ । କଟକ ରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ ,୨୫/୭/୨୦୨୨----୮,୪୦ Sakhigopal News,25/7/2022