>>
  • ଗୁରୁଙ୍କ ସ୍ଥାନ ସମାଜରେ ସବୁଠୁ ଉର୍ଦ୍ଧ୍ୱରେ ,ଆଦର୍ଶ ପ୍ରଧାନଶିକ୍ଷକ ରମେଶ ପ୍ରଧାନଙ୍କୁ ଅଵସର ସମ୍ବର୍ଦ୍ଧନା
  • >>
  • ବେକରେ ରସି ଲଗାଇ, ଯୁବକଙ୍କ ଆତ୍ମହତ୍ୟା
  • >>
  • ବିବାହ ଦିନକୁ ମନେ ରଖିବା ପାଇଁ ରକ୍ତଦାନ ଶିବିର
  • >>
  • ଜଟଣୀର ବିଭିନ୍ନ ସ୍ଥାନରେ ପାଳିତ ହେଲା ‘ଇଦ୍‌-ଉଲ୍‌-ଜୁହା’
  • >>
  • ବିକଶିତ କୃଷି ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ
  • >>
  • ଭଞ୍ଜନଗରରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • >>
  • କଇଁଣ୍ଡି ଅଞ୍ଚଳ କାଳଞ୍ଜି ସମାଜର ପ୍ରତିଭା ସଂମ୍ମାନ ଉତ୍ସବ
  • >>
  • ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ
  • >>
  • ଜଟଣୀ ପୌରପରିଷଦର ଅଜବ ନିୟମ ; ପୁରାତନ ଡ୍ରେନ ର ପୁନଃରୁଦ୍ଧାର ନ କରାଯାଇ ଚାଲିଛି ନୂତନ ଡ୍ରେନ ନିର୍ମାଣ , ୱାର୍ଡ ବାସିନ୍ଦାଙ୍କ ଅସନ୍ତୋଷ
  • >>
  • ଶ୍ରୀ ଜଗନ୍ନାଥଙ୍କ ସେନାପଟ ସେବାପାଇଁ ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଗମନ
  • >>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • >>
  • କର୍ମଯୋଗୀ ବ୍ରଜମୋହନଙ୍କ ଜନ୍ମଦିବସ ପାଳିତ
  • >>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି
  • ଆମ୍ବ ଗଛ ରୁ ଯୁବଚାଷୀ ଉଦ୍ଧାର


    ନୟାଗଡ଼-- ରାଜ୍ୟ ରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଘୁଚାପ ବର୍ଷା ଯୋଗୁଁ କୁସୁମୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି । ବିଲ ମାନଙ୍କରେ ୭ରୁ ୧୦ଫୁଟ ର ବନ୍ୟା ଜଳ ପ୍ରଭାହିତ ହେଉଛି । ୍ଏହି ସମୟରେ ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୁଞ୍ଜ ବିହାରୀପୁର ନୂଆସାହାସ ପୁର ଗାଁର ଚାରି ଜଣଚାଷୀ ବିଲ ଦେଖୀ ବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଅତ୍ୟଧିକ ବନ୍ୟାଜଳ ଆସିବାରୁ ତିନି ଜଣ ଚାଷୀ ଗ୍ରାମକୁ ଫେରିଆସି ଥିବା ବେଳେ ଅନ୍ୟ ଜଣେ ଚାଷୀ ଭୟରେ ପାଖରେ ଥିବା ଆମ୍ବ ଗଛକୁ ଉଠିଯାଇଥିଲେ । ତାଙ୍କ ନାମ କିଶୋର ଚନ୍ଦ୍ର ପ୍ରଧାନ । ସେ ନିଜ ଜୀବନ ବଞ୍ଚାଇ ପାଇଁ ଏକ ଆମ୍ବ ଗଛ ଉପରକୁ ଚଢି ଯାଇଥିଲେ ।ଏହିଖବର ଗ୍ରାମ ବାସୀ ଏବଂ ପରିବାର ଲୋକେ ଜାଣି 112କୁ ଜଣାଇଥିଲେ । ଖବର ପାଇ ଖଣ୍ଡପଡ଼ା ରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଯାଇ ବୋଟ ଯୋଗେ ଦୌଡ଼ି ସାହାଯ୍ୟରେ ଗଛ ଉପରୁ କିଶୋର ଙ୍କୁ ଉଧାର କରିଥିଲେ।
    ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୪/୯/୨୦୨୧----୭,୧୫
    Sakhigopal News,14/9/2021

    Blog Archive

    Popular Posts