Breaking News

>>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • କାମ ସରିବାର ୮ ମାସ ରେ ପିଚୁ ଉଠିବା ଘଟଣା, ଦେଓଗାଁ ଡାଇମଣ୍ଡ କ୍ଳବ ତରଫରୁ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ



    ନୟାଗଡ଼/ଓଡଗାଁ:-- ଓଡଗାଁ ବ୍ଳକ ଅନ୍ତର୍ଗତ କୁରାଳରୁ କୁରୁମବାଙ୍କତରା ପର୍ଯ୍ୟନ୍ତ ୮ ମାସ ତଳେ ତିଆରି ହୋଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଦେଓଗାଁ ଠାରେ  ପିଚୁ ଉଠିବା ଘଟଣାରେ ରାସ୍ତାର ପୁଣି ନୂତନ ନିର୍ମାଣ ପାଇଁ ଦେଓଗାଁ ଡାଇମଣ୍ଡ କ୍ଳବ ତରଫରୁ ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। 
                           ସୂଚନାଥାଉକି, ଗତ ୮ ମାସ ତଳେ କୁରାଳ ରୁ କୁରୁମବାଙ୍କତରା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ତିଆରି ହୋଇଥିଲା। କିନ୍ତୁ କାମ ହବାର ମାତ୍ର ୮ ମାସ ଭିତରେ ରାସ୍ତାରୁ ପରସ୍ତ ପରସ୍ତ ହୋଇ ପିଚୁ ଉଠିବା ସହ ପିଚୁ ରାସ୍ତା ଏବେ ମାଟି ରାସ୍ତାରେ ପରିଣତ ହୋଇଗଲାଣି । ତେଣୁ ଏହି ଦରଖଣ୍ଡିଆ ପିଚୁ ରାସ୍ତା କୁ ପୁଣି ନୂତନ ଭାବେ ନିର୍ମାଣ ଦାବିରେ ଆଜି ଦେଓଗାଁ ଡାଇମଣ୍ଡ କ୍ଳବ ତରଫରୁ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
                     ଅନ୍ୟ ପକ୍ଷରେ ଏନେଇ ଡାଇମଣ୍ଡ କ୍ଳବ ସଭାପତି ବିଭୂତି ରାଉତଙ୍କୁ ପଚାରିବାରେ ଆଗାମୀ ୧୫ ଦିନ ମଧ୍ଯରେ ଯଦି ଉକ୍ତ ରାସ୍ତାକୁ ପୁଣି ନବନିର୍ମିତ ନ କରାଯାଏ, ତେବେ ଡାଇମଣ୍ଡ କ୍ଳବ ତରଫରୁ ସମସ୍ତ ସଦସ୍ଯ ବାଧ୍ଯ ହୋଇ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। 

    ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
    :-୨୯/୯/୨୧---୧୦,୦୫
     Sakhigopal News,29/9/2021

    Blog Archive

    Popular Posts