>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ଭଂଜନଗର ରେ ଦିନିକିଆ ଭାରତ ବନ୍ଦ ସଫଳ-

     
    ଭଞ୍ଜନଗର--- ବିଭିନ୍ନ କୃଷି ସଂଗଠନ , ବାମପନ୍ଥୀ ଦଳ  ଓ ରାଜ୍ୟ କଂଗ୍ରେସ ଦଳର ସମର୍ଥନରେ ଦିନିକିଆ ଭାରତ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ଗଂଜାମ ଜିଲ୍ଲାର ଭଞ୍ଜନଗର ଠାରେ  ଝିପି ଝିପି ବର୍ଷା ସତ୍ବେ ବିଭିନ୍ନ କୃଷି ସଂଗଠନ ର ସଦସ୍ୟ  ସିପିଆଇ ଦଳ ଓ ସ୍ଥାନୀୟ କଂଗ୍ରେସ ଦଳ ଏହାକୁ ସମର୍ଥନ କରି ବନ୍ଦ ଡାକରା ରେ ସାମିଲ ହୋଇଥିଲେ । ୩ଟି କୃଷି ଆଇନ୍ ସହ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଓ ଖାଉଟି ସାମଗ୍ରୀ ର ଅହେତୁକ ଦରଦାମ ବୃଦ୍ଧି ହୋଇଥିବାରୁ , କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରି ଭଞ୍ଜନଗର ସହରରେ ଶାନ୍ତିପୂର୍ଣ୍ଣ ପିକେଟିଂ କରିଥିଲେ । ଗତ ୧୦ ମାସ ଧରି , କୃଷି ଆଇନ କୁ ବିରୋଧ କରି  ଦିଲ୍ଲୀ ଠାରେ  କୃଷକ ମାନେ ଧାରଣା ଦେଇଥିଲେ ମଧ୍ୟ , ଏହାର ସମାଧାନ ନକରି କୃଷକ ଭାରତ ନୀତି କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଦୋକାନ , ବଜାର ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଏଥିରେ କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ, ଦେବୀ ବିଷୋୟୀ, ଆଇନଜୀବୀ ସୋମନାଥ ନାୟକ ଙ୍କ ସମେତ କଂଗ୍ରେସ ,  ସିପିଆଇ ଦଳର ନେତାଙ୍କ  ସହ  ତାଙ୍କର ସମର୍ଥକ ପ୍ରମୁଖ ସାମିଲ ହୋଇଥିଲେ ।
    ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୯/୨୦୨୧---୮,୧୫ 
    Sakhigopal News, 27/9/2021

    Blog Archive

    Popular Posts