ବାଲ୍ୟ ବିବାହ ଯୋଜନା ପଣ୍ଡ
ଜଟଣୀ --ସ୍ଥାନୀୟ ବାଛରା ପାଟଣା ଗ୍ରାମର ଏକ ଷୋହଳ ବର୍ଷର ନା ବାଳକ ସହ ଆଠଗଡ଼ ଅଞ୍ଚଳର ଷୋହଳ ବାର୍ଷିଆ ନାବାଳିକା ସହିତ ବିବାହ ଅନୁଷ୍ଠିତ ହେଉଥିଲା । କୈଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଚାଇଲ୍ଲଡ଼ ଲାଇନ ଟିମର ମାଣିପାଳ ସାହୁ ଓ ରଂଜିତା ସାମନ୍ତ ସିଂହାର ସହ ଜଟଣୀ ସିଡିପିଓ ବନ୍ଦନା କୁମାରୀ ଦେବୀ ଏବଂ ଜଟଣୀ ପୋଲିସ ମିଳିତ ଉଦ୍ୟମରେ ଚଢ଼ାଉ କରି ଦୁଇ ନା ବାଳକ ଓ ନା ବାଳିକାକୁ ଉଦ୍ଧାର କରି ଖୋର୍ଦ୍ଧା ସିଡବ୍ଲୁସି ରେ ହାଜର କରାଯାଇଥିଲା । ପରେ ସେମାନଙ୍କୁ ଶେଲଟେରରେ ଛଡା ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୦/୯/୨୦୨୧----୧୦,୩୫
Sakhigopal News,20/9/2021