Breaking News

କରୋନା ଯୋଦ୍ଧା ରେ ସମ୍ମାନିତ ହେଲେ ସମାଜସେବୀ ସନ୍ତୋଷ



ସାକ୍ଷୀଗୋପାଳ ----ସ୍ବେଚ୍ଛାସେବୀ ସଙ୍ଗଠନ ଭାରତୀୟ ଆଜାଦମଞ୍ଚର ଚନ୍ଦନପୁର ସ୍ଥିତ ମହାବୀର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏକ ସମ୍ମାନିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସନ୍ତୋଷ କୁମାର ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନରେ ସମ୍ମାନିତ କରାଯାଇଛି।  ସଂଗଠନର ସାମାଜିକ କର୍ମକର୍ତ୍ତାମାନେ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା  ଜ୍ଞ କରିଥିଲେ ।  ସମାଜସେବୀ ଶ୍ରୀ ପଣ୍ଡା ବିଭିନ୍ନ ସମୟରେ ବୃକ୍ଷରୋପଣ, ପରିବେଶ ସୁରକ୍ଷା , ଗୋ ସେବା କରିବା ସହ ଅସହାୟ, ଗରିବ ଲୋକମାନଙ୍କୁ ସହଯୋଗ କରିଥାନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ , ,୨୬/୯/୨୦୨୧----୧୧,୦୦   Sakhigopal News,26/9/2021

Blog Archive

Popular Posts