Breaking News

ପୁରୀ ଜିଲ୍ଲାର କିଷାନ କଂଗ୍ରେସର ସଭାପତି ହେଲେ ଦେବ ଲୋଭାନ


 ସାକ୍ଷୀଗୋପାଳ------  ସତ୍ୟବାଦୀ ବ୍ଳକର ଶୁକଳ ଗ୍ରାମ ପଞ୍ଚାୟତର ବାଁ ବରଡା ଗ୍ରାମର ଦେବେନ୍ ଦେବ୍ ଲୋଭାନଏବେ ପୁରୀ ଜିଲ୍ଲା କିଷାନ କଂଗ୍ରେସର ନୁଆ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଅନୁମୋଦନ ଦେଇଛନ୍ତି । ଶ୍ରୀ ଲୋଭାନ ଜଣେ ଦକ୍ଷ ଚାଷୀ ସଂଗଠକ ତଥା ସମାଜସେବୀ ଏବେ ନୂତନ ଭାବେ ସଭାପତି ଭାବେ ଦାୟତ୍ୱ ଗ୍ରହଣ କରିବେ  ବୋଲି ରାଜ୍ୟ ସଂଗଠନର ଉପାଧ୍ୟକ୍ଷ ସୁବାଷ ରାଉତ ଜଣାଇଛନ୍ତି । ଜିଲ୍ଲାର ୧୧ଗୋଟି ବ୍ଳକ ୪ଟି ନଗରାଞ୍ଚଳରେ କିଷାନକଂଗ୍ରେସ ସଂଗଠନକୁ ପଞ୍ଚାୟତ ଓ ୱାର୍ଡସ୍ତରରୁ ସୁଦୃଢ଼କରାଯିବା ସଙ୍ଗେ ସଙ୍ଗେଜିଲ୍‌ଲାର ଚାଷ ଓ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାୀ ସ୍ତରରେ ଦୃଢ଼ ଦାବିକରାଯିବ ବୋଲି ନବ ନିଯୁକ୍ତି ସଭାପତି ଶ୍ରୀ ଲୋଭାନ କହିଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୯/୨୦୨୧---୫,୧୦   

Sakhigoal, 22/9/2021

Blog Archive

Popular Posts