Breaking News

ସଂକ୍ରିଡା ପଞ୍ଚାୟତ ଝରାପାଲି କଲ୍ୟାଣ ମଣ୍ଡପ ଠାରେ ଟୀକାକରଣ


ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି କଲ୍ୟାଣ ମଣ୍ଡପ ଠାରେ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ମହାମାରୀ ଟୀକା ପ୍ରଦାନ କରାଯାଇଛି । ଏଠାରେ ୧୮ବର୍ଷ ବୟସରୁ ୪୪ ବର୍ଷ ପ୍ରଥମ ଡୋଜ ୧୨୪ଟି, ୧୮ ରୁ ୪୪ ଦ୍ଵିତୀୟ ଡୋଜ ୩୨, ୪୫ ବର୍ଷ ରୁ ଉର୍ଦ୍ଧ୍ବ ପ୍ରଥମ ଡୋଜ ୭୭, ଦ୍ଵିତୀୟ ଡୋଜ ୬୬ ଜଣ, ସ୍ତନ୍ୟପାୟୀ ମାଁ ୯ଜଣ,ଗର୍ଭବତୀମାଁ ୭ଜଣ ଙ୍କୁ କରୋନା ଟୀକାକରଣ କରାଯାଇଛି ।ମୋଟ ୩୧୩ ଙ୍କୁ ଟୀକାକରଣ କରାଯାଇଛି ।ଏଥିରେ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜୋତିର୍ ମୟୀ ପ୍ରଧାନ, ଘନ ମହାକୁଡ, ଆଶିସ ମାଝୀ, ମଂଟୁ ପଟେଲ, ମମତା ସାହା ଟୀକାକରଣ କରିଥିଲେ। ଏଥିରେ ଜୟନ୍ତୀ ବଗର୍ତ୍ତୀ, ଲିଲିମା ମହାନଂଦ, କିଶୋରୀ ବନଛୋର, ଲୋଇଶିରା ଓ ସାରସପାଲି ଆଶାଦିଦି, ଅଂଗନବାଡି ଦିଦି ସହଯୋଗ କରିଥିଲେ । ସଂକ୍ରିଡା ପଞ୍ଚାୟତ ର ସରପଞ୍ଚ ଶୁସାନ୍ତ କୁମାର ସାହୁ, ସୁବ୍ରତ ଚାନ୍ଦ, ମନୋଜ ନଈ, ବୃନ୍ଦାବନ ପ୍ରଧାନ, ଅକ୍ଷୟ ନଈ, ମଂଗଳୁ ଭୂଏ,କାନହାଁ ନଈ, ଜୟ ଚଂଦ ଶର୍ମା, ହାଡୁ, ସୁଧାଂଶୁ, ପଦମନ, ନାରାୟଣ ପ୍ରମୁଖ ଉପସ୍ଥିତ ରହି ଘର କୁ ଘର ଯାଇ ଟୀକାନେବା ପାଇଁ ଡାକି ଆଣି ଟୀକାକରଣ କରାଉଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୯/୨୦୨୧---୬,୦୫
Sakhigopal News,25/9/2021

Blog Archive

Popular Posts