ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ୩୧୬ନଂ ଜାତୀୟ ରାଜପଥ ଉପରେ ପ୍ରାଟୋଂଲି କରୁଥିବା ସମୟରେ ଏକ ବାଲି ଟ୍ରକ ଜବତ କରାଯାଇଛି। ଗାଡ଼ି ନଂ ଓଡି-୧୩-ଏଚ,୨୮୮୯ । ଗାଡ଼ିର ଚାଳକ ବାଲି ଚାଲାଣ ର ସଠିକ କାଗଜ ପତ୍ର ଦେଖାଇ ପାରିନଥିଲେ। ଗାଡ଼ିଟି ସତ୍ଯବାଦୀ ଥାନା ରେ ରଖାଯାଇଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୭/୨୦୨୫----୭,୪୦ Sakhigopal News,16/7/2025