ପିପିଲି ଉପନିର୍ବାଚନ ଫଳାଫଳ ,୪ର୍ଥ ରାଉଣ୍ଡ
ସାକ୍ଷୀଗୋପାଳ--- ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଆରମ୍ଭ କରିଛି । ବିଜେଡି ୫,୧୪୦ ଖଣ୍ଡ ଭୋଟ ୪ର୍ଥ ରାଉଣ୍ଡ ଗଣତି ସୁଦ୍ଧା ଆଗରେ ରହିଛନ୍ତି । ୧୪ ଗୋଟି ଟେବୁଲ ରେ ଗଣତି ହେଉଛି ।୨୫ ରାଉଣ୍ଡ ଗଣତି ହେବ । ବିଜେଡି ପାଇଛି--୧୬,୯୨୮ଖଣ୍ଡ , ବିଜେପି--- ୧୧,୮୨୮ ଖଣ୍ଡ ଓ କଂଗ୍ରେସ---୧,୩୮୨ଖଣ୍ଡ ପାଇଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୩/୧୦/୨୦୨୧
Sakhigopal News,3/10/2021