>>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ପୂଣ୍ୟତିଥି ଅବସରରେ କର୍ମଭୂମିରେ ତିଳତର୍ପଣ
  • >>
  • ରୋଟାରୀ କ୍ଳବ ଭଞ୍ଜନଗରର ପ୍ରତିଷ୍ଠା ଦିବସ ପାଳିତ
  • >>
  • ଯୋଗ ପରିବାର ପକ୍ଷରୁ ଯୋଗ ସଚେତନତା ଶିବିର ଅନୁଷ୍ଠିତ
  • >>
  • ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ କାମନା କରି ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ଶହଶହ ଦୀପଦାନ
  • >>
  • ମିଲର ଧାନ ଉଠାଉନଥିବାରୁ ଚାଷୀ ଜିଲ୍ଲାପାଳ,ବିଡ଼ିଓ,ତହସିଲଦାର ,ଥାନାର ଦ୍ୱାରସ୍ଥ ହେଲେ
  • >>
  • ବାହାଡାପଦର ହାଇସ୍କୁଲରେ ଯୋଗ ଦିବସ ପାଳିତ
  • >>
  • ଆନ୍ତର୍ଜାତିକ ଯୋଗ ଦିବସ ପାଳନ
  • >>
  • ଭଞ୍ଜନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
  • >>
  • ପୌରପରିଷଦ ଏବଂ ପଞ୍ଚାୟତ ସମିତିର ମିଳିତ ସହଯୋଗରେ "ଆନ୍ତର୍ଜାତୀୟ ଯୋଗ ଦିବସ'ପାଳିତ
  • >>
  • ଆଇଆଇଟି ଭୁବନେଶ୍ବରରେ ଉତ୍ସାହ ସହିତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • >>
  • ଜଟଣୀ ମହାବିଦ୍ୟାଳୟରେ ଯୋଗ ଶିବିର ଅନୁଷ୍ଠିତ
  • >>
  • ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • >>
  • ଖୋର୍ଦ୍ଧା ରୋଡ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ - ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ
  • >>
  • ସତ୍ୟବାଦୀରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ; ସୁସ୍ଥ ରହିବା ପାଇଁ ଯୋଗ କରିବାକୁ ଆହ୍ୱନ
  • ସତ୍ୟସାଇ ବିଦ୍ୟାବିହାର ରେ ଆଲୁମିନି ସମ୍ମିଳନୀ ଅନୁଷ୍ଠିତ


    ଭଂଜନଗର - ସ୍ଥାନୀୟ ସତ୍ୟସାଇ ବିଦ୍ୟାବିହାର ଠାରେ ଆଲୁମିନିର ସଭାପତି ପ୍ରକାଶ ଚନ୍ଦ୍ର ଆଳତିଆ ଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ଙ୍କୁ ଏକାଠି କରି ବିଦ୍ୟାଳୟର ଉନ୍ନତି ପାଇଁ ଆଲୋଚନା କରାଯାଇଥିଲା ।
     ଏନେଇ ଏକ ୧୧ ଜଣିଆ କମିଟି ଗଠନ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସିମାଞ୍ଚଳ ପାତ୍ର, ପ୍ରଶାସକ ବିଜୟ କୁମାର ପ୍ରଧାନ, ସଭ୍ୟ, - ସ୍ଵରାଜ୍ୟ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷୀ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ । ପୂର୍ବତନ ଛାତ୍ରଛାତ୍ରୀ ମାନେ, ସେମାନଙ୍କର ଅନୁଭୂତି ମନେ ପକାଇ ବିଦ୍ୟାଳୟର ଉନ୍ନତି କିଭଳି ହେବ , ସେନେଇ ଆଲୋଚନା କରିଥିଲେ । ଏଥିରେ ସାଇରାମ ସୁବୁଦ୍ଧି -ସଭାପତି,  ଭାର୍ଗଭ ପାତ୍ର -  ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ଏହାସହ ଶିକ୍ଷକ ପ୍ରତିନିଧି ଅକ୍ଷୟ କୁମାର ତ୍ରିପାଠୀ, କିଷାନ୍ କୁମାର ଗନ୍ତାୟତ ପ୍ରମୁଖ ମନୋନୀତ ହୋଇଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍କର୍ଷତା ପାଇଁ, ପୁରସ୍କାର ବିତରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ନୀଳମାଧବ ପଣ୍ଡା, ସ୍ବରାଜ୍ୟ ପାତ୍ର, ରଘୁନାଥ ପତି, ଗୋପାଳ ଚନ୍ଦ୍ର ବେହେରା, ଅଜିତ୍ ଶତପଥୀ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇନ୍ଦିରା ମିଶ୍ର, ପ୍ରଜ୍ଞା ପଣ୍ଡା, ପବିତ୍ରା ରାଉତ ପ୍ରମୁଖ ସହଯୋଗ କରିଥିବା ବେଳେ, ଶିକ୍ଷକ ଗୋକୁଳାନନ୍ଦ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୩/୬/୨୦୨୫----୧୧,୩୫ Sakhigopal News,13/6/2025

    Blog Archive