ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ମାରପିଟ ; ଦୁଇ ଗିରଫ
ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ମାରପିଟ ; ଦୁଇ ଗିରଫ
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଗଉଡହାଟ ଗ୍ରାମରେ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଛି । ଉଭୟ ପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୁଇ ଜଣଙ୍କ ଅଭିଯୋଗ କ୍ରମେ ଦୁଇଟି କେସରୁଜ କରାଯାଇଛି । କୁନ୍ତଳା ଭାରତୀଙ୍କ ଅଭିଯୋଗ କ୍ରମେ ନିରୁପମା ଗିରି ଓ ବ୍ରହ୍ମଚାରି ଗିରିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଥିବା ବେଳେ କୁନ୍ତଳା ଭାରତୀଙ୍କ ପରିବାର ନାମରେ ପାଲଟା ଅଭିଯୋଗ ସତ୍ୟବାଦୀ ଥାନାରେ ହୋଇଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୦/୨୦୨୧----୮,୪୫
Sakhigopal News, 23/10/2021